ଏହି କମେଡିୟାନଙ୍କ ଉପରେ ହେଲା ଲାଠି ଚାର୍ଜ
ମୁମ୍ବାଇ: ବିଶ୍ୱରେ କରୋନା ଭାଇରସର ଭୟ ଆତଙ୍କ ଖେଳାଇବା ପରେ ସାରା ବିଶ୍ୱକୁ ଲକଡାଉନ କରାଯାଇଛି। ବର୍ତ୍ତମାନ ଏହି ଲକଡାଉନକୁ ସଫଳ କରିବା ପାଇଁ ପ୍ରଶାସନ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ୨୧ ଦିନର ଏହି ଲକଡାଉନରେ କୌଣସି ବି ବ୍ୟକ୍ତି କିଛି ମହତ୍ତ୍ୱପୂର୍ଣ୍ଣ କାମ ବିନା ଘରୁ ବାହାରିବା…