Odia News Portal
Monthly Archives

April 2020

ଗ୍ରାହକଙ୍କ ଉତମ ମନୋରଂଜନ ପାଇଁ ଏୟାରଟେଲ ସହ ସହବନ୍ଧିତ ହୋଇଛି ଡିଜ୍‌ନୀ + ହଟ୍‌ଷ୍ଟାର

ଭୁବନେଶ୍ୱର : ଭାରତୀୟଙ୍କ ପାଇଁ ଉନ୍ନତମାନର ମନୋରଂଜନ ନେଇଆସିବା ପାଇଁ ଭାରତର ଅଗ୍ରଣୀ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଡିଜ୍‌ନୀ + ହଟ୍‌ଷ୍ଟାର, ଦେଶର ବୃହତମ ଟେଲିକମ ସଂସ୍ଥା ଭାରତୀ ଏୟାରଟେଲ (“ଏୟାରଟେଲ”) ସହ ଯୋଡ଼ି ହୋଇଛି । ଏହି ପଦକ୍ଷେପ ଦୁଇଟି ପ୍ରମୁଖ ଆହ୍ୱାନ ଯଥା: ଏକ ପେମେଂଟ…

ଥାନାରେ ହେଲା ଥାନା ବାବୁଙ୍କ ବାହାଘର

ସୁବର୍ଣ୍ଣପୁର : ଥାନାରେ ହେଲା ବାହାଘର। କରୋନା ଯୋଗୁଁ ସାରା ଦେଶ ଲକ୍‌ଡାଉନ୍। ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ପାଳନ କରିଛନ୍ତି ପୋଲିସ୍‌ ବାବୁ। ଏଭଳି ନିଆରା ଦୃଶ୍ୟ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ଦେଖିବାକୁ ମିଳିଛି। ଏହି ଥାନାରେ ଏସ୍‌ଆଇ ଦୀପ୍ତି ରଞ୍ଜନଙ୍କ ବାହାଘର ଲାଗି…

ପର୍ଯ୍ୟଟକଙ୍କୁ କିଭଳି ଆକୃଷ୍ଟ କରାଯିବ ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବହୁ କ୍ଷତିର ସମ୍ମୁଖିନ ହୋଇଛି । ଲକ୍ ଡ଼ାଉନ ପରେ ଏହି କ୍ଷେତ୍ରକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ କିଭଳି ଆକୃଷ୍ଟ କରାଯିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି…

ପୋର୍ଟାଲରେ ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ଆବଶ୍ୟକ

ଭୁବନେଶ୍ବର()   କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ହରେଇବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଓ ସମାଜ ସମନ୍ୱୟ ହେବାକୁ ପଡ଼ିବ । ଏହାସହ ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଓଡ଼ିଶା ଫେରିବାକୁ…

କରୋନା ବିରୁଦ୍ଧରେ ଯୁଦ୍ଧ ପାଇଁ ଗଠନ ହେଲା ଜିଲ୍ଲା ଓ୍ବାର୍ଡ଼ କମିଟି

ଭୁବନେଶ୍ୱର : ବୈଶ୍ୱିକ ମହାମାରୀ କରୋନା ଭୁତାଣୁ କାରଣରୁ ସମଗ୍ର ବିଶ୍ୱ ଆଜି ସଂକଟ ସମୟ ଦେଇ ଗତି କରୁଛି । ଭାରତବର୍ଷରେ ଏହି କରୋନା ବିରୁଦ୍ଧ ଯୁଦ୍ଧର ନେତୃତ୍ୱ ନେଉଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖୀଜନ, ନିସ୍ୱ…

କେଉଁ ଦୋକାନ ଖୋଲିବ ଏନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର() ଦୋକାନ ଖୋଲିବା ନେଇ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ପୌରାଞ୍ଚଳ ଓ ଜିଲ୍ଲା ସ୍ତରରେ ପଞ୍ଜିକୃତ ହୋଇଥିବା ଦୋକାନ ଖୋଲିବ । ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୧୯୫୬ ଅଧିନରେ ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି…

ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ

ପୁରୀ() ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ତେବେ ନରେନ୍ଦ୍ର ପୁଷ୍କରଣୀରେ ଯାହା ହେଉଥିଲା ତାହା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ଭିତରେ ୨୧ ଦିନ…

ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପୂର୍ବତନ ବିଜେଡି ବିଧାୟକ

ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍‌ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା…

ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର

ଭୁବନେଶ୍ବର : ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର । ବରଗଡ ଅଞ୍ଚଳରୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ପରିଚୟ ଦେଇ ମାମଲାର ରଫାଦଫା କରିବାକୁ ଜଣେ ଯୁବତୀଙ୍କୁ ଫୋନ କରିଥିଲା ।

ଗ୍ୟାସ ଟ୍ୟାଙ୍କର ସହ ହାଇୱା ମୁହାଁମୁହିଁ ଧକ୍କା

ଭୁବନେଶ୍ବର : ଆଜି ଭୋର ସମୟରେ ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ନିକଟରେ ଭୁବନେଶ୍ୱର ପଟୁ ଗ୍ୟାସ ଟ୍ୟାଙ୍କର ଆସୁଥିବାବେଳେ ବିପରୀତ ଦିଗ ବ୍ରହ୍ମପୁର ଆସୁଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡି ଚାଳକ ଗୁରୁତର…