Odia News Portal
Monthly Archives

April 2020

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ପୁରୀ : କରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ ବିଜୁ ଜନତା ଦଳର (କ୍ରର୍ମି) ଓ ଶୁଭେଚ୍ଛୁ, ଜିବନ ବିନ୍ଦୁ ମାଧ୍ୟମରେ ରକ୍ତ ଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। କେହି ଜଣେ…

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଜି ଆଉ ୨ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ଏହି ଦୁଇ ନୂଆ ଆକ୍ରାନ୍ତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏହାସହ…

ନବୀନଙ୍କ ବାର୍ତ୍ତା ଦେଲେ ବାଗଚୀ

ଭୁବନେଶ୍ୱର() କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାଙ୍କ ପାଇଁ ଦେଇଥିବା ବାର୍ତ୍ତାକୁ ସେ ଶୁଣାଇଛନ୍ତି । କୋଣାର୍କ ମୁଣ୍ଡି ମାରିବା ନେଇ ସମସ୍ତେ ଡରିଥିଲେ କିନ୍ତୁ ଧରମା ଡ଼ରି ନଥିଲା । ଇଂରେଜ ସୈନିକଙ୍କ ଆଗରେ ୧୨ବର୍ଷର ବାଜି…

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ…

ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ()ସରକାରୀ କର୍ମଚାରୀ ଓ ପେନସନଭୋଗୀ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଛି କେନ୍ଦ୍ର । ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ବୃଦ୍ଧି ନକରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ୫୪ ଲକ୍ଷ ସରକାରୀ କର୍ମଚାରୀ ଓ ୬୫…

ପୁଣି ଆଉ ଏକ ବିଶାଳ ‘ବଏ’

ଭୁବନେଶ୍ବର : ଅସ୍ତରଙ୍ଗ ବ୍ଲକ ତଣ୍ଡାହର ସମୁଦ୍ରକୂଳରେ ଗତ ମାସରେ ଠାବ ହୋଇଥିବା ଏକ ‘ବଏ’ ଉଦ୍ଧାର ହୋଇନଥିବା ବେଳେ ପୁଣି ଆଉ ଏକ ବିଶାଳ ‘ବଏ’ କୁଶଭଦ୍ରା ମୁହାଣ ଠାରୁ ୬ କି.ମି ଦୂର କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ‘ବଏ’ ସମୁଦ୍ରରୁ ଜାହାଜ ଗୁଡିକୁ ସିଗ୍ନାଲ ଦେଇ ଟ୍ରାଫିକ…

ଏହି ମାସରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ ଚଳିତବର୍ଷ ଅମରନାଥ ଯାତ୍ରା ଜାରି ରହିବ। ବୁଧବାର ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ଼ର ଅଧ୍ଯକ୍ଷ ତଥା ଜମ୍ମୁ-କଶ୍ମୀରର ଏଲଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏ ବର୍ଷ ଯାତ୍ରା ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାର ମାତ୍ର କିଛି…

ଉଚ୍ଚଶିକ୍ଷା ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍‍ ସନ୍ତୋଷ ପ୍ରକଟ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଚଳାଯାଉଥିବା ଓଡିଶା ହାଇଅର ଏଜୁକେଶନ ପ୍ରୋଗ୍ରାମ ଫର ଏକ୍ସଲେନ୍ସ ଆଣ୍ଡ ଇକ୍ୟୁଟି (ଓଏଚ୍‍ଇପିଇଇ)ର ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍‍ ସନ୍ତୋଷ ପ୍ରକଟ କରିଛନ୍ତି । ବିଶ୍ୱବ୍ୟାଙ୍କ୍‍ର ଆର୍ଥିକ ସହାୟତାରେ ଉଚ୍ଚଶିକ୍ଷା ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ…

ଗୋମାଂସ ଚାଲାଣ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ବର : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତ୍ରଗତ ରଣାଲଇ ଗ୍ରାମରେ କରୋନା ଲାଗି ଜନସାଧାରଣଙ୍କୁ ସଚେତନତା କରୁଥିବା ବେଳେ ଗୋ ହତ୍ୟା ଓ ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ବାଇକ୍ ସହ ଦୁଇଜଣ କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଆର .ଉଦୟଗିରି ଥାନା ରଣାଲଇ ଗ୍ରାମର ସୁକାନ୍ତ…

ମାସ୍କ ତିଆରି ତିଆରି କରି ଉଦାହରଣ ପାଲଟିଲେ ରାଷ୍ଟ୍ରପତିଙ୍କ ପତ୍ନୀ,ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ() ପୁରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି ।ଏହି କୋଭିଡ଼ ୧୯ ଯୁଦ୍ଧରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ । ସେ ଏହି ମହାମାରୀ ମୁକାବିଲା ନେଇ ନିଜେ ମାସ୍କ ତିଆରି…