Odia News Portal
Monthly Archives

April 2020

ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ୫ ଲକ୍ଷ ଫଳ ଗଛ ଲଗାଇବା ପାଇଁ ଯୋଜନା

ଭୁବନେଶ୍ୱର : କୋଭିଡ୍‌-୧୯ର ଏହି ସଙ୍କଟ ସମୟରେ ଯେତେବେଳେ ଭବିଷ୍ୟତକୁ ନେଇ ନିରାଶା ଓ ଅନିଶ୍ଚିତତା ଜାରି ରହିଛି, ସେତେବେଳେ ବୃକ୍ଷ ରୋପଣ କରିବାର ଶପଥ ହେଉଛି ସମଗ୍ର ବିଶ୍ୱର ଆବଶ୍ୟକତା । ଏପ୍ରିଲ ୨୨ ତାରିଖରେ ପୃଥିବୀ ଦିବସ ପାଳନ କରାଯାଉଥିବାରୁ ଜାତିସଂଘ ଆଧାରିତ ପୁନଃବନୀକରଣ ଅଣଲାଭକାରୀ…

କୋରାପୁଟ କୋଭିଡ଼ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ

ମାଲକାନଗିରି() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏବଂ ସେହି କୋଭିଡ଼…

ଏସ୍.କେ. ଲୋହାନୀଙ୍କୁ ଭଦ୍ରକ ଦାୟିତ୍ୱ

ଭୁବନେଶ୍ୱର() ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହ ବୃଦ୍ଧି ପାଇବା ପ୍ରସଙ୍ଗରେ ୩ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ ୩ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ଅବକାରୀ ପ୍ରମୁଖ ସଚିବ ଏସ୍.କେ. ଲୋହାନୀଙ୍କୁ ଭଦ୍ରକ…

୨୦୨ ବିଦେଶୀ ମଦ ବୋତଲ ଜବତ, ଜଣେ ଗିରଫ

ଭୁବନେଶ୍ୱର : କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ପୁଣି ଚୋରା ମଦ କାରବାର ଉପରେ ଚଢ଼ଉ କରିଛି । ଏଥର ଜଣେ ଢାବା ମାଲିକଙ୍କୁ ଧରିଛି । ଏଠି ବି ସମାନ ଢ଼ଙ୍ଗରେ ଦାମୀ କାର୍‌ରେ ମଦ ବେପାର ଚାଲିଥିଲା । ଟିମ୍‌ ସମ୍ପୃକ୍ତ ଢାବା ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ହେଲା ପ୍ରକାଶ କୁମାର…

ରଥଯାତ୍ରା ପାଇଁ ଅନୁମତି ନଦେବାକୁ ଆବେଦନ

ଭୁବନେଶ୍ୱର()ଆସନ୍ତା ୨୬ ତାରଖ ଅକ୍ଷିତୃତୀୟାରୁ ଆରମ୍ଭ ହେବ ପୁରୀରେ ରଥଯାତ୍ରାର ପ୍ରସ୍ତୁତି ପର୍ବ । ୫ ଜୁନ ଏହାର ଆଦ୍ୟ ପର୍ବ ସ୍ନାନ ପୂଣ୍ଣିମାରୁ ଆରମ୍ଭ ହୋଇ ୪ ଜୁଲାଇ ନିଳାଦ୍ରୀ ବିଜେରେ ଶେଷ ହେବ । ଏହି ଉତ୍ସବ କେବଳ ପୂରୀରେ ନୂହେଁ ବରଂ ରାଜ୍ୟ ସାରା ଆଯୋଜିତ ହେବ । କିନ୍ତୁ ଚଳିତ ଥର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।…

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ କଣ୍ଟେନମେଣ୍ଟ ମୁକ୍ତ । କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର । ଏନେଇ ଘୋଷଣା କରିଛି ବିଏମସି । ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍ । ଏହି ସ୍ଥାନମାନଙ୍କରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇବା ନେଇ ବିଏମସି ଘୋଷଣା କରିଛି । ଏବେ ଏହି…

ଝାରସୁଗୁଡାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଝାରସୁଗୁଡା : ଝାରସୁଗୁଡ଼ା ସହର ମଧ୍ୟରେ ଥିବା ମଙ୍ଗଳବଜାର ସ୍ଥିତ ପୂରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଭାବେ ଲୋକାର୍ପିତ କରାଯାଇଛି । ସହର ମଧ୍ୟରେ ଥିବା ପୂରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲକୁ…

କରୋନା ନିୟନ୍ତ୍ରଣ ରଥରେ ସାରଥି ସାଜିଲେ ଶାରଦା

ମାହାଙ୍ଗା()  କରୋନା ସମୟରେ ଅସହାୟଙ୍କୁ ସହଯୋଗର ଢ଼ାତ ବଢାଇଛନ୍ତି ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରଧାନ । ବିପଦ ବେଳେ ସଦାସର୍ବଦା ଲୋକଙ୍କ ସହ ରହି ସେବା କରୁଥିବା ଶାରଦା କରୋନା ସମୟରେ ମଧ୍ୟ ଲୋକଙ୍କୁ ସେବା କରିବାରେ ପଛାଇନାହାନ୍ତି । ଏଭଳି ଏକ ସ୍ପର୍ଶକାତର ମୁହୂର୍ତ୍ତରେ…

ବିପୁଳ ପରିମାଣରେ ମଦ ଜବତ ସହ ୪ ଗିରଫ

ସାଲେପୁର : ଶିଶୁଆଠାରେ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ୪ ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ।  ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଠାରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଛି ।…