ପୁଣି ଘୁଞ୍ଚିଲା କେଦାରନାଥ ଓ ବଦ୍ରିନାଥ କପାଟ ଖୋଲିବା ତାରିଖ
ଡେରାଡୁନ : କେଦାରନାଥ ଓ ବଦ୍ରୀନାଥ ମନ୍ଦିରର କପାଟ ଖୋଲିବାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହା ପ୍ରଥମ ଘଟଣା ଯେବେ ଏହି ମନ୍ଦିରର କପାଟ ଖୋଲିବାର ତାରିଖ ତୃତୀୟ ଥର ବଦଳାଯାଇଛି। ଏବେ କେଦାରନାଥ ମନ୍ଦିର କପାଟ ୨୯ ଅପ୍ରେଲରେ ଖୋଲିବ, ସେଭଳି ବଦ୍ରୀନାଥ ମନ୍ଦିରର ୧୫ ମଇରେ ଖୋଲିବ।…