Odia News Portal
Monthly Archives

April 2020

ବିପଦର ବନ୍ଧୁ ଗୋଲ୍ଡେନ୍ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା() ପରିସ୍ଥିତି ଯେତେ ପ୍ରତିକୁଳ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ ସେବା ମନୋଭାବ ଆଗରେ ସବୁ କିଛି ହାର ମାନିବାକୁ ବାଧ୍ୟ ଏ କଥା ସ୍ପଷ୍ଟ ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଗୋଲ୍ଡେନ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ,ଲୋକ ମାନଙ୍କ ସେବା ଏହି ଟ୍ରଷ୍ଟ ର…

ସରପଞ୍ଚମାନଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କ ଶପଥ ପାଠ କରାଇଛନ୍ତି । ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି । ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା…

ଆଜି ସମଗ୍ର ବିଶ୍ୱ ପାଳୁଛି ପୃଥିବୀ ଦିବସ

ଭୁବନେଶ୍ୱର : ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ବଞ୍ଚାଇବା ଏବଂ ଆମ ଚାରିପଟରେ ଥିବା ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୨ ଏପ୍ରିଲ ଦିନ ସମଗ୍ର ବିଶ୍ୱରେ 'ପୃଥିବୀ ଦିବସ' ଅର୍ଥାତ୍ ଧରିତ୍ରୀ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ…

କେନ୍ଦ୍ର ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର() କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମାଣବସା ଗୁରୁବାର । ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ସେହି ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ସାମିଲ ହୋଇଛି । ମାଣବସା ଗୁରୁବାର ଓଡିଶାରେ ମାର୍ଗଶୀର ମାସ ଗୁରୁବାର ଦିନ…

ମୁଖ୍ୟମନ୍ତ୍ରୀ ନିବାସରେ କରୋନା

ମୁମ୍ବାଇ()ସାରା ଦେଶରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ନିଯୁକ୍ତ ହୋଇଥିବା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ହଇଚଇ ସୃଷ୍ଟି…

କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କଲେ ରାଜ୍ୟ ସରକାର

ଭୁବନେଶ୍ୱର() କରୋନା ସମ୍ପର୍କିତ ସୂଚନା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କରିଛନ୍ତି ରାଜ୍ୟ ସରକାର । ହ୍ୱାଟସ ଆପ୍ ନମ୍ବରରେ HI ଲେଖି ପଠାଇଲେ ସମସ୍ତ ତଥ୍ୟ ପାଇପାରିବା ନେଇ ସୂଚନା ମିଳିଛି । ହ୍ୱାଟସ୍ ଆପ ନମ୍ବରଟି ହେଉଛି ୯୩୩୭୯୨୯୦୦୦ । ଏହାସହ…

୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା

ଭଦ୍ରକ() ଭଦ୍ରକରେ ଆଉ ୩କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିଲେ । ତେଣୁ ସତର୍କତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୪ଟି ଜେନାରେ ୯ଟିି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।…

ଆଜି ଚିହ୍ନଟ ହୋଇଥିବା ୩ ପଜିଟିଭଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର()  ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ଏହି ୩ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା…

କରୋନା ଯୋଗୁଁ ବେକାର ହୋଇଗଲେଣି ଵାରିକ ଓ ରଜକ

ଭୁବନେଶ୍ୱର : କରୋନା ମାଡରେ ଗାଁ ଠୁ ସହର ଯାଏ ଯଦି କିଏ ସବୁଠାରୁ ବେଶି କ୍ଷତିଗ୍ରସ୍ତ ତେବେ ସେ ଦୁଇ ବର୍ଗ ହେଉଛନ୍ତି ରଜକ ଓ ବାରିକ । ଅବସ୍ଥା ଏଭଳି ହେଲାଣି ଯେ ସହରାଞ୍ଚଳରେ ରହୁଥିବା ଏହି ବର୍ଗର ଲୋକେ ଏବେ ବେଳାଏ ଖାଇଲେ ଆଉ ବେଳାଓ ଉପାସ ରହିଲେଣି । ଅଧିକାଂଶଙ୍କ ଘରେ ଚୂଲି ଜଳୁନାହିଁ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦ୍ୱିଜା ନକ୍ଷତ୍ର ନିକଟସ୍ଥ ଲୋକଙ୍କୁ ଆପଣାର କରି କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପାଇପାରିବେ। ତଥାପି କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବାରରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ।…