ଗୋଆ ପରେ ଏବେ କରୋନାମୁକ୍ତ ହେଲା ମଣିପୁର
ବର୍ତ୍ତମାନ ସମୟରେ ଦେଶ କରୋନା ବିପକ୍ଷରେ ଲଢ଼େଇ କରୁଥିବା ବେଳେ ୨ ଟି ରାଜ୍ୟରୁ ଖୁସି ଖବର ଆସିଛି। ସୂଚନା ମୁତାବକ ଗୋଆ ପରେ ବର୍ତ୍ତମାନ ମଣିପୁର କରୋନା ସଂକ୍ରମଣରୁ ମୁକ୍ତ ହୋଇଛି। ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଟ୍ୱିଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ…