ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଭୁବନେଶ୍ବର : ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ…