Odia News Portal
Monthly Archives

April 2020

୨୦ରୁ ଉଚ୍ଚ ଶିକ୍ଷା ବିଭାଗର ଗ୍ରୁପ ଏ ଅଫିସର ଆସିବା ବାଧ୍ୟତାମୂଳକ

ଭୁବନେଶ୍ୱର () ଜୁନ୍ ସତରରେ ସ୍କୁଲ କଲେଜ ଖୋଲିବା ପରେ ଯେ କୌଣସି ସମୟରେ ପରୀକ୍ଷା ହେବ । ତେଣୁ ଛୁଟି ସମୟରେ ପାଠ ପଢ଼ାରେ ଧ୍ୟାନ ଦେବାକୁ ମନ୍ତ୍ରୀଙ୍କ ପରାମର୍ଶ । ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର…

ଏଣିକି ଟିଭିରୁ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର() ଡିଇଓ ଏବଂ ବିଇଓଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ଆଜି ଚିଠି ଲେଖିଛନ୍ତି । କରୋନା ନେଇ ପିଲାଙ୍କ ପାଠପଢ଼ାରେ କିପରି ବ୍ୟାଘାତ ସୃଷ୍ଟି ନହେବ ସେନେଇ ପଦକ୍ଷେପ ନିଆଯାଉଛି । ତେଣୁ ଡିଡ଼ି ଓଡ଼ିଆରେ କ୍ଲାସର ରେକର୍ଡ଼ ଭିଡ଼ିଓ ପ୍ରସାରିତ ହେବ । ଭିଡ଼ିଓ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ…

ବିଜୁଙ୍କ ଶ୍ରାଦ୍ଧ ଦିବସରେ ବିଧାୟକଙ୍କ ରକ୍ତ ଦାନ

ବ୍ରହ୍ମପୁର() ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ଉଦଘାଟନ ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନର ସମ୍ମୁଖରେ ରକ୍ତ ସଂଗ୍ରହ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନିଜେ ବିଧାୟକ…

ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦କୋଟି ଘୋଷଣା

ଭୁବନେଶ୍ୱର() କରୋନାସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରୁଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶେ୍ରଣୀର ଲୋକଙ୍କୁ ରୋଜଗାର ଯୋଗାଇଦେବା…

ବଲାଙ୍ଗିର କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ପରଖିଲେ ୫ଟି ସଚିବ

ଭୁବନେଶ୍ୱର()ବତ୍ତର୍ମାନ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି । ଏନେଇ ଆଜି ବଲାଙ୍ଗିର ଯାଇ କୋଭିଡ଼-୧୯ହସ୍ପିଟାଲର ସ୍ଥିତି ଯାଞ୍ଚ…

ରିଚାର୍ଜ ପାଇଁ ଚିନ୍ତା ନାହିଁ, ଏହି କମ୍ପାନୀ ଗୁଡ଼ିକ ୩ ମାସ ପର୍ଯ୍ୟନ୍ତ ବଢାଇଲେ ବୈଧତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ଗ୍ରାହକଙ୍କ ପାଇଁ ଉତ୍ତମ ସେବା ଯୋଗାଇଛି। ଯାହା ଫଳରେ…

ମାଛ ଟିକେ ଯୋଗାଇ ପାରୁନି ୩୦ ବର୍ଷର ସଂସ୍ଥା ଫିସ୍‍ଫେଡ୍‍

ଭୁବନେଶ୍ୱର : ରାଜ୍ୟରେ ମାଛଚାଷକୁ ପ୍ରୋତ୍ସାହନ ସହିତ ଜନସାଧାରଣଙ୍କୁ ସୁଲଭ ଦରରେ ଗୁଣାତ୍ମକ ମାଛ ଯୋଗାଇବାପାଇଁ ଗଠନ ହୋଇଥିବା ଫିସ୍‍ଫେଡ୍‍ର ଏବେ ଦେଖାଦର୍ଶନ ନାହିଁ । ବର୍ଷ ସାରା ସଭାସମିତିରେ ମାତିଥିବା ଫିସ୍‍ଫେଡ୍‍ ଅଧିକାରୀମାନେ କଟକଣା ସମୟରେ ମାଛ ଟିକେ ଯୋଗାଇ ନପାରିବା ଏବେ ଏହି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାଶିର ପୂବାର୍ଦ୍ଧରେ ବଳଶାଳୀ ଗ୍ରହଥିବାରୁ ଦିନର ପୂର୍ବାହ୍ନଟି ଆପଣଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ରହିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ । ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି । ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାତ୍ମିକ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର () ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥ ହୋଇଥିବା ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ସଂଖ୍ୟା ପରେ ରାଜ୍ୟରେ ମୋଟ୍ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ୨ ଆକ୍ରାନ୍ତଙ୍କୁ ମେଡିକାଲରୁ…

ମୋବାଇଲ୍ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ

ଗଂଜାମ : ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଯାନ । ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟରେ ଶୀତ ତାପ ନିୟନ୍ତ୍ରିତ ରହିଛି । ରକ୍ତ ଦାତା…