ମା’ ତାରିଣୀଙ୍କ ପୀଠରେ ନିରାଡମ୍ବର ଭାବେ ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଜଗତ ଜନନୀ ଘଟଗାଁ ବାସୀନୀ ମା ତାରିଣୀଙ୍କ ପିଠରେ ମୁଖ୍ୟ ପର୍ବ ଭାବେ ୭ଦିନ ଧରି ପାଳିତ ହୋଇଥାଏ ମାଙ୍କ ଚଇତି ପର୍ବ । ଏହି ୭ଦିନ ମଧ୍ୟରେ ପଣା ସଂକ୍ରାନ୍ତି ଦିନ ମାଙ୍କ ଚିଇତି ପର୍ବର ମୁଖ୍ୟ ଦିନ ହୋଇଥିବା ବେଳେ ଏହି ଦିନ ମାଙ୍କୁ ବିଶେଷ…