Odia News Portal
Monthly Archives

April 2020

ଜାଣନ୍ତୁ ୪କରୋନା ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବାଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ୫୧ନମ୍ବର ଆକ୍ରାନ୍ତଙ୍କ ବୟସ ୬୭ବର୍ଷ । ତାଙ୍କ ଘର ସୁନ୍ଦରଗଡ଼ ବିସ୍ରା ଅଞ୍ଚଳରେ । ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ତାରିଖଷର…

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଶେଷ

କାକଟପୁର : କାକଟପୁର ମା ମଙ୍ଗଳାଙ୍କ ପୀଠରେ ଏକମାସ ବ୍ୟାପୀ ଝାମୁ ଯାତ୍ରା ଶେଷ ହୋଇଛି । ତେବେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ, ଭକ୍ତଙ୍କ କୋଳାହଳବିନା ଉତ୍ସବ ସରିଛି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କଲେ । ତାର ସିଧା ସଳଖ ପ୍ରଭାବ ମା ମଙ୍ଗଳାଙ୍କ ଝାମୁ…

ଟିଟିଲାଗଡ଼ରେ ପହଞ୍ଚିଲା କୋଭିଡ-୧୯ ସୁପରଫାଷ୍ଟ ଏକ୍ସପ୍ରେସ

ଟିଟିଲାଗଡ଼ : ଟିଟିଲାଗଡ଼ରେ ପହଞ୍ଚିଲା କୋଭିଡ-୧୯ ସୁପରଫାଷ୍ଟ ଏକ୍ସପ୍ରେସ । ଆଜି ଭୋର ୪ଟାରେ ଟିଟିଲାଗଡ଼ ରେଳ ଷ୍ଟେସନରେ କୋଭିଡ-୧୯ ଟ୍ରେନ୍‌ ପହଞ୍ଚିଛି । ଏହି ଟ୍ରେନକୁ ସ୍ୱତନ୍ତ୍ର ଭାବେ ରଖାଯାଇଛି । ଟ୍ରେନର ସମସ୍ତ ଝରକାକୁ ନେଟ ଦ୍ୱାରା ଘୋଡାଇ ରଖାଯାଇଛି । ୨୦ଟି ବଗି ନେଇ ଆସିଥିବା ଏହି…

ଯୋଡାରେ ଖୋଲିଲା କୋଭିଡ ହସ୍ପିଟାଲ

କେନ୍ଦୁଝର : କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇରହିଛିି। କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨ଶହ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ ହସ୍ପିଟାଲ ଖୋଲାଯାଉଛି । ତେବେ କେନ୍ଦୁଝର ଜିଲ୍ଲା…

ଇନଷ୍ଟାଗ୍ରାମ କମ୍ପାନୀର ବଡ ଘୋଷଣା

ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆଣିଦେଇଛି ଖୁସିଖବର। ନିଜରୟୁଜର୍ସଙ୍କ ପାଇଁ ଡାଇରେକ୍ଟ ମେସେଜିଂ ଫିଚର ଜାରି କରିଛି। ଏହି ଫିଚର ଜରିଆରେ ୟୁଜର୍ସ ନିଜର ଲାପଟପ କିମ୍ବା ଡେସ୍କଟପରେ ଏବେ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ। ଏହାର ବିବରଣୀ କମ୍ପାନୀର ଅଧିକାରିକ…

ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ

ଭୁବନେଶ୍ୱର() କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । ୧୯୪୮ ମସିହା ଏପ୍ରିଲ୍ ୧୩ତାରିଖ ଦିନ ଐତିହାସିକ ସମ୍ପନ୍ନ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଓଡ଼ିଶାର ନୂତନ ରାଜଧାନୀର ଶିଳାନ୍ୟାସ କରିଥିଲେ ସ୍ୱାଧୀନ…

ମାସ୍କ ନପିନ୍ଧି ଅଡୁଆରେ କଂଗ୍ରେସ ବିଧାୟକ

ଭୁବନେଶ୍ୱର() କରେନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କନପିନ୍ଧିଲେ ପ୍ରଥମ ୩ ଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗତ ଦୁଇ ଦିନ ତଳୁ ଏହାକୁ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଆଜିଠୁ ଫାଇନ ଆଦାୟ…

କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ()ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ସେହି ଅଞ୍ଚଳକୁ ସିଲ୍ କରିଛି ଜିଲ୍ଲା…

ସୁନ୍ଦରଗଡ଼ରେ କରୋନା

ସୁନ୍ଦରଗଡ଼ ()ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ ବିସ୍ରାର ବୋଲି ଜଣାପଡ଼ିଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । କିନ୍ତୁ ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଓଡ଼ିଶାରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କୈାଣସି ଗୁରୁତ୍ୱପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରି ବିଶ୍ରାମହୀନ କାମ କରିବାକୁ ପଡିପାରେ। ଗାଡି, ମୋଟର, ପରିବହନ, ପ୍ରଶାସନିକ ସ୍ତରରେ ଆଲୋଚନା, ତଥା ଭ୍ରମଣ ହେତୁକ ଖୁସି ରହିବ। ଭାଇଭାଇ,ସାହିପଡୋଶୀ,ବନ୍ଧୁବାନ୍ଧବ କିମ୍ବା ସହକର୍ମୀଙ୍କ ସହ କଳହ ଲାଗିପାରେ। ବୃଷ…