Odia News Portal
Monthly Archives

April 2020

ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର  () ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହୋସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୪କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜ ୱେସାଇଟ୍ ମାଧ୍ୟମରେ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ କରୋନରେ ରାଜ୍ୟରେ ଏହି ୪ଜଣଙ୍କୁ ମିଶାଇ ୪୧ଜଣ ଆକ୍ଟିଭ୍ କେସ୍…

ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟର ରଥକାଠ

ପୁରୀ : ଏପ୍ରିଲ ୨୬ତାରିଖ, ପବିତ୍ର ଅକ୍ଷୟ ତୃତୀୟା । ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ । ସେଥିପାଇଁ ଆଜି ବଡ଼ଦାଣ୍ଡରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟର  ରଥକାଠ । କୋରୋନାର ଅନେକ କଟକଣା ଭିତରେ ନୟାଗଡ ବନଖଣ୍ଡରୁ ଆଜି ୪୨ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିବା ପରେ ତାକୁ ରଥଖଳାରେ ରଖାଯାଇଛି ।…

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଆଜିର ରେଟ୍ କେତେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋରୋନା ମହାସଙ୍କଟ ଦେଖା ଦେଇଛି । ଯାହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡିଛି । ଏହାର ପ୍ରଭାବ ମୂଲ୍ୟବାନ ଧାତୁର ମୂଲ୍ୟ ଉପରେ ଦେଖିବାକୁ ମିଳୁଛି ।  କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁରେ ମୂଲ୍ୟରେ କ୍ରମାଗତ…

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାଯ୍ୟ କଲେ କୁନି ଶିଶୁ

ଭଞ୍ଜନଗର : କରୋନାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ…

ପ୍ରତି ରିଚାର୍ଜରେ ମିଳୁଛି କ୍ୟାସବ୍ୟାକ୍‌

ଭୋଡାଫୋନ ଏବଂ ଆଇଡିଆ ନିଜର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦମଦାର ଅଫର ଲଞ୍ଚ କରିଛନ୍ତି। କମ୍ପାନୀ ଗ୍ରାହକଙ୍କୁ ଏବେ ରିଚାର୍ଜ କରିବାରେ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ। ଭୋଡାଫୋନ ଆଇଡିଆ ରିଚାର୍ଜ ଫର ଗୁଡ ନାମରେ ଦୁଇଟି ନୂଆ ପ୍ରୋଗ୍ରାମ ଆରମ୍ଭ କରିଛି। ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ…

ଭଦ୍ରକରେ ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ

ଭଦ୍ରକ : ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ । ଭଦ୍ରକ ସହରର ସାଳନ୍ଦୀ ହସ୍ପିଟାଲରେ ଉଦଘାଟନ ହେଲା କୋଭିଡ ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ରହିଛି ୪ ଆଇସିୟୁ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏହି କୋଭିଡ ହସ୍ପିଟାଲ ଆଜି…

ଲକ୍ ଡାଉନ ଯୋଗୁଁ ହେଉଥିବା ସମସ୍ୟା ଦୂର କରିବା ପାଇଁ ପ୍ରୟାସ ଚାଲିଛି

ଭୁବନେଶ୍ୱର() ଦିନକୁ ଦିନ କରୋନା ପାଇଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରିମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।  ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।  ଏହି ସମସ୍ୟା ଦୂର ପାଇଁ ପ୍ରୟାସ…

ଏପରି ତାଗିଦ୍ କରୁଛନ୍ତି ଏହି ଫଳ ଦୋକାନୀ

ବାଲେଶ୍ୱର : ଆପଣ ଯଦି ମାସ୍କ ମୁହଁରେ ପିନ୍ଧି ନାହାନ୍ତି ତ ଆପଣଙ୍କୁ ଫଳ ମିଳିବ ନାହିଁ । ଏମିତି ହିଁ ଏକ ନିୟମ ଜାରି କରିଛନ୍ତି ବାଲେଶ୍ୱରର ଏହି ଫଳ ବ୍ୟବସାୟୀ ।ସରକାରଙ୍କ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ହେଉ ଅବା କରୋନା ସତର୍କତା ପାଇଁ ହେଉ ନିଜ ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ…

ଜଗତସିଂହପୁରର ଏହି ଦୁଇଟି ଶକ୍ତିପୀଠରେ ୧୪୪ ଧାରା

ଜଗତସିଂହପୁର : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ ଯେପରି ଏହି…

ଅସହାୟଙ୍କୁ ଖାଦ୍ୟ ଓ ରାସନ ବଣ୍ଟନ କଲା ନନ୍ଦିଘୋଷ ଟିଭି

ଭୁବନେଶ୍ବର()   ମାହାମାରୀ କରୋନା ଵିତ୍ପାତରେ ସାରା ବିଶ୍ୱ ଆଉଟୁ ପାଉଟୁ ହେଉଥିବା ବେଳେ ଏହାର କରାଳ ଦୃଷ୍ଟି ଓଡିଶା ଉପରେ ମଧ୍ୟ ପଡିଛି । ସରକାରଙ୍କ ସତ ଚେଷ୍ଟା ପରେ ମଧ୍ୟ କିଛି ଲୋକ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିବା ନଜର ଆସିଛି । ଏଭଳି ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ନନ୍ଦିଘୋଷ ଟିଭି…