Odia News Portal
Monthly Archives

April 2020

ଏହି ରାଜ୍ୟରେ ଦ୍ୱିଗୁଣ ହେଲା କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା

ପ୍ରାଣଘାତୀ କରୋନା ଏବଂ ଲକଡାଉନ ଚାଲିଥିବା ସମୟରେ ହରିୟାଣା ସରକାର କୋଭିଡ୍-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସାରେ ଏବଂ ସେ ସଂକ୍ରାନ୍ତ କାର୍ଯ୍ୟକଳାପରେ ଜଡ଼ିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା…

ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁ ଧକ୍କା

ଯାଜପୁର :  ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁଧକ୍କା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ ଗୁରୁତର ଭାବେ ଆହତ । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ଛକ ନିକଟରେ । ସମସ୍ତ ଆହତ ଭଦ୍ରକ କେନ୍ଦୁଆପଦା ଅଂଚଳର ବୋଲି…

ନବୀନ ଦେଇଥିବା ଦାୟିତ୍ୱକୁ ଯାଜପୁର ବିଧାୟକଙ୍କ ସମୀକ୍ଷା

ଭୁବନେଶ୍ୱର ()  ଏବେ ସାରା ବିଶ୍ୱ କରୋନାକୁ ନେଇ ତ୍ରାହି ତ୍ରାହି ଡାକୁଛି ।ହେଲେ ଓଡ଼ିଶା ବେଶ ଦୃଢ଼ତାର ଏହାର ମୁକାବିଲା କରୁଛି।ସେଥିପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସଂଶା ହେଉଛି। ଗତକାଲି ଏକ ତାମିଲ ମାଗାଜିନ୍ ନବୀନଙ୍କୁ କରୋନା ମୁକାବିଲାର ଚାଣକ୍ୟ ବୋଲି ଅଭିହିତ…

ଏଭଳି ମା’ କୁ ସଲାମ୍, ଲକଡାଉନ ବେଳେ ପୁଅ ପାଇଁ କଲା ଏମିତି କାମ ….

ହାଇଦ୍ରାବାଦ୍‌()  ମାର ଭଲ ପାଇବା ଓ ତ୍ୟାଗ ସାମ୍ନାରେ ଟଳିଯାଏ ଅନେକ ବିପଦ ।ତାହାର ଏକ ଉଦାହରଣ ଆସିଛି ତେଲେଙ୍ଗାନାର ନିଜାମ୍‌ବାଦରୁ । ସେ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଲକ ଡାଉନ ସମୟରେ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାଇଛନ୍ତି। ଏ ପରି ଏକ ଘଟଣା ଏବେ ଚର୍ଚ୍ଚାର…

ଲକ ଡାଉନ ସମୟରେ ଘରେ ବସି ବି କରି ପାରିବେ ରୋଜଗାର, ଆସନ୍ତୁ ଜାଣିବା ..

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଲକ ଡାଉନ ଅବସ୍ଥାକୁ ଧ୍ୟାନରେ ରଖି ଏକ ବିଶେଷ ମୋବାଇଲ ଆପ ଲଞ୍ଚ କରିଛି । ଏହି ଆପର ନାଁ କମ୍ପାନୀ jio ପୋଷ ଲାଇଟ ରଖିଛି । ଏହି ମୋବାଇଲ ଆପ ଜରିଆରେ ଲୋକେ ଜିଓର ପାର୍ଟନର ହେବା ସହ ଜିଓ ୟୁଜର୍ସଙ୍କ ମୋବାଇଲ ରିଚାର୍ଜ କରି କିଛି କମିଶନ…

କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ

କେନ୍ଦ୍ରାପଡା() କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ ବସିଲା । ଏହି ଟନେଲ ଭିତରେ ପ୍ରବେଶ କଲେ ବ୍ୟକ୍ତିର ସମ୍ପୁର୍ଣ୍ଣ ଶରୀର ସାନିଟାଇଜିଙ୍ଗ ହୋଇପାରିବ । ଏଥି ପାଇଁ କେନ୍ଦ୍ରାପଡାର ଜନସାଧାରଣ , କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ଓ ମ୍ୟୁନିସିପାଲଟି…

ଗାଡ଼ି ଜବତ ମାମଲାରେ ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ

କଟକ : ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ । ଲକଡାଉନ ବେଳେ ଗାଡ଼ି ଜବତ ମାମଲାରେ ଦେଇଥିବା ରାୟରେ ପରିବର୍ତ୍ତନ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଅଣ୍ଡରଟେକିଂ ନେଇ ଗାଡ଼ି ଛାଡିବା ନିର୍ଦ୍ଦେଶରେ ପରିବର୍ତ୍ତନ । ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବ ନିର୍ଦ୍ଦେଶ । ଡାକ୍ତର ଓ…

ଜୁନ୍ ପର୍ଯ୍ୟନ୍ତ ଫି କମ୍ କରିବାକୁ ନବୀନଙ୍କ ଅପିଲ୍

ଭୁବନେଶ୍ୱର () ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେଣୁ କରୋନା ପାଇଁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ସେ ଘରୋଇ ସ୍କୁଲକୁ ଫି କମ୍ କରିବାକୁ କିମ୍ବା ଘୁଞ୍ଚାଇବାକୁ ଅପିଲ…

ଧର୍ମଶାଳା ବିଧାୟକଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ଅନୁଧ୍ୟାନ

ଧର୍ମଶାଳା() ଧର୍ମଶାଳା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ କ୍ବାରେଣ୍ଟାଇନ କେନ୍ଦ୍ର ଯଥା ଆଦର୍ଶ ବିଦ୍ୟାଳୟ, ଧର୍ମଶାଳା ମହାବିଦ୍ୟାଳୟ ଓ କଳ୍ପତରୁ ଦାସ ଷ୍ଟାଡିୟମକୁ ବୁଲି ଯାଇ ସମସ୍ତ କାର୍ଯ୍ୟର ତଦାରଖ କରି କାର୍ଯ୍ୟନିର୍ବାହି ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ…

ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ

ଗଞ୍ଜାମ () ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରିମଧ୍ୟରେ ଗଞ୍ଜାମରେ ଆଜି କାର୍ଯ୍ୟକ୍ଷମ ହୋଇଛି କୋଭିଡ଼-୧୯ ହସ୍ପିଟାଲ । ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୧୫ଟି…