ଏହି ପ୍ଳାନରେ ଗ୍ରାହକଙ୍କୁ ମିଳିବ ୧୦୦ ଜିବି ଡାଟା
ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ୪୯୯ ଟଙ୍କିଆ ଭାରତ ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନର ବୈଧତା ଆସନ୍ତା ଜୁନ ୨୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି । ଯାହାକି ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହିଁ ସୀମିତ ଥିଲା । ଏହାର ଅର୍ଥ ବିଏସଏନଏଲ…