Odia News Portal
Monthly Archives

April 2020

୧୦ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା

ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନାଗରିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ…

୪କୋଟି ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର()   ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଭଳି ଏକ ସଙ୍କଟ…

ଅର୍ଥନୀତିକୁ ୫ ଲକ୍ଷ କୋଟି ଦରକାର,

ନୂଆଦିଲ୍ଲୀ() ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୭.୮ଲକ୍ଷ ଟଙ୍କାର ଋଣ ବଜାରରୁ ନେବାର ପ୍ରସ୍ତୁତିରେ ଅଛନ୍ତି। କିନ୍ତୁ ମୋଦି ସରକାରଙ୍କ ପୂର୍ବତନ ଅର୍ଥସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏହି ଋଣ ରିଜର୍ଭ ବ୍ୟାଙ୍କରୁ ନେବାର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହା ଜରୁରୀ ଯେ, ଭାରତ ସରକାର ଏହି…

ଭାରତର ଏଭି ରାଜ୍ୟରେ ସର୍ବାଧିକ ଜଣ କରୋନାରେ ଆକ୍ରାନ୍ତ

ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ହୋଇଛି । ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି ପାଇଛି । ଏବଂ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ…

ଗଜପତିରେ ଆଜି ଉଦ୍‌ଘାଟନ ହେବ କୋଭିଡ୍‌-୧୯ ହସ୍ପିଟାଲ

ପାରଳାଖେମୁଣ୍ଡି : କରୋନା ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହୋଇଛି । ବୁଧବାର ଏହାର ଉଦ୍‌ଘାଟନ ହେବ ବୋଲି ପରିଚାଳନା ଦାୟିତ୍ୱ ନେଇଥିବା ହାଇଟେକ୍‌ ମେଡିକାଲ୍‌ କଲେଜ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ହସ୍ପିଟାଲରେ ୧୦…

କାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ଦିନ ୧୧ଟାରେ ବୈଠକ ବସିବ । ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସକୁ ନେଇ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଥିବାବେଳେ ଏହି…

ସିଲ ହେଲା ଭୁବନେଶ୍ବରର ସତ୍ୟନଗର

ଭୁବନେଶ୍ୱର() କରୋନା ସତର୍କତା ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ସତ୍ୟନଗରକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ ହୋଇଛି । ସତ୍ୟନଗର ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏହିପରି କଟକଣା ଲାଗୁ ହୋଇଛି । ସତ୍ୟନଗରରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବୁଧଦୃଷ୍ଟ ଚନ୍ଦ୍ର ହେତୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଗୃହୋପକରଣର ଅଭାବ କାମକୁ…

ଏବେ ମେସେଜ୍ ଫରଓ୍ବାର୍ଡ ଉପରେ ଲାଗିଲା ଲଗାମ୍

ନୂଆଦିଲ୍ଲୀ : ହ୍ବାଟସ୍ ଆପ୍ ଏବଂ ସୋସିଆଲ ମିଡିଆ ଉପରେ କରୋନା ଭାଇରସକୁ ନେଇ ଗୁଜବ ପ୍ରଚାର ହେବା ନେଇ ହ୍ବାଟସ୍ ଆପ୍ ଏକ ବଡ ନିଷ୍ପତ୍ତି ନେଇଛି। ତେବେ ମେସେଜ ପଠାଇବାକୁ ସୀମିତ କରିଦେଇଛି ହ୍ବାଟସ୍ ଆପ୍ । ଏବେ ହ୍ବାଟସ୍ ଆପ୍ ବ୍ୟବହାରକାରୀମାନେ ଏକ ସମୟରେ କେବଳ ଜଣେ ଉପଭୋକ୍ତାଙ୍କୁ ଏକ ମେସେଜ…

ଏଣିକି ଫୋନରେ ମିଳିବ ଡାକ୍ତରୀ ସେବା

ଭୁବନେଶ୍ବର() ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର । ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ ବିିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେବେ…