Odia News Portal
Monthly Archives

April 2020

ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି

ଭୁବନେଶ୍ବର () ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। । କେନ୍ଦ୍ରାପଡାର ଜଣେ ଯୁବକଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଏହି ୩୨ବର୍ଷର ଯୁବକ ଜଣଙ୍କ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ…

ପିଏମ୍ କେୟାର ଫଣ୍ଡକୁ ସହଯୋଗ କରିବା ପାଇଁ ଫୋନପେ ପକ୍ଷରୁ ହାସ୍‌ଟ୍ୟାଗ ଆଇ ଫର ଇଣ୍ଡିଆ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଳାଟଫର୍ମ ଫୋନ ପେ ପକ୍ଷରୁ ହୋଇଥିବା ହାସ୍‌ଟ୍ୟାଗ ୧୦୦ କ୍ରୋର୍ ପ୍ଲେଜ ଗତ ସପ୍ତାହରେ ଭାଇରାଲ ହେବା ପରେ ଏବେ ଏହା ପକ୍ଷରୁ ହାସ୍‌ଟ୍ୟାଗ ଆଇ ଫର ଇଣ୍ଡିଆ ଭଳି ଏକ ଜାତୀୟ ଅଭିଯାନର ଘୋଷଣା କରାଯାଇଛି । ଏହି ଅଭିଯାନ ହେଉଛି ଲକଡାଉନ ମଧ୍ୟରେ ଆମ…

ମା ମାନେ ଘରର ପୋଲିସ ସଦୃଶ୍ୟ

ଭୁବନେଶ୍ୱର () କୋରନା ମୁକାବିଲା ପାଇଁ ନବୀନ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା ମାନେ । ମା ମାନେ ଘରର ପୋଲିସ ସଦୃଶ୍ୟ । ଏଣିକି ସେମାନେ ଘରେ ଜାରି କରନ୍ତୁ ଅନୁଶାସନ । ବିନା କାରଣରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଆଜି ରାଜ୍ୟର ଲକ୍ଷ ଲକ୍ଷ ମାମାନଙ୍କୁ ଏଭଳି ଅପିଲ…

ଦୁଇଟି ପିକ୍‌ଅପ୍‌ ଭ୍ୟାନରୁ ୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

ଭୁବନେଶ୍ୱର : ଏବେ ସାରା ଦେଶରେ ଲକ୍‌ଡାଉନ୍‌ କରୋନା ପ୍ରକୋପରୁ କିପରି ବଞ୍ଚିବେ ସେ ନେଇ ଲୋକଙ୍କ ଚିନ୍ତା । ହେଲେ ସେଥିରେ ନିଶା ଚୋରା କାରବାର କରିବାରେ ଅନେକ ବ୍ୟସ୍ତ । ଖୋର୍ଦ୍ଧା ଅଞ୍ଚଳରେ ଥିବା ଜଙ୍କିଆ ପୁଲିସ ବେଆଇନ ଭାବେ ଚାଲାଣ ହେଉଥିବା ମଦ ବୋଝେଇ ଦୁଇଟି ପିକ୍‌ଅପ୍ ଭ୍ୟାନକୁ ଜବତ…

ଗ୍ରାହକଙ୍କୁ ମିଳିବ ଡବଲ ଡାଟା ସମେତ ଅତିରିକ୍ତ ଟକ ଟାଇମର ସୁବିଧା

ଲକ ଡାଉନ କାରଣରୁ ଜିଓ, ଏୟାର ଟେଲ, ବିଏସଏନଏଲ ପରି ଟେଲିକମ କମ୍ପାନୀ ଗୁଡ଼ିକ ଘରୁ କାମ କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ନୂଆ ନୂଆ ରିଚାର୍ଜ ପ୍ଲାନ ଗୁଡ଼ିକ ଲଞ୍ଚ କରିଥିଲେ । ଏଗୁଡ଼ିକରେ ଲୋକଙ୍କୁ ଡବଲ ଡାଟା ସମେତ ଟକ ଟାଇମ ସୁବିଧା ମଧ୍ୟ ମିଳିପାରିଛି । ଏହା ସହ ଏହି କମ୍ପାନୀ…

ହିମାଳୟା ବେବି କେୟାର୍ ପକ୍ଷରୁ ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ହୋମ୍‌ଗ୍ରୋନ୍ ୱେଲ୍‌ନେସ୍ ବ୍ରାଣ୍ଡ, ଦି ହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ଶିଶୁମାନଙ୍କ ପୋଷାକର ଯତ୍ନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ନୂଆ ‘ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରକୃତିରୁ ଅଣାଯାଇଥିବା କ୍ଲିଞ୍ଜିଙ୍ଗ୍…

ବ୍ରାହ୍ମଣୀ ବ୍ରିଜ୍ ନିକଟରେ ପୋଲିସ ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା

ଯାଜପୁର : ଗୋଟିଏ ପଟେ ଲକ ଡାଉନକୁ ସଫଳ କରିବା ପାଇଁ ପୋଲିସ କର୍ମଚାରୀମାନେ ଦିନ ରାତି ଏକ କରିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଏକ ପୋଲିସ ଭ୍ୟାନ ସହ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଏଥିରେ ଥିବା ୫ଜଣ…

ରାଜ୍ୟରେ ୭ଟି କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି: ବାଗଚୀ

ଭୁବନେଶ୍ୱର() ପ୍ରତିଦିନପରି ଆଜି ମଧ୍ୟ କରୋନା ଭାଇରସ୍ ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ ୭ଟି କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୭ଟି ହସ୍ପିଟାଲରେ ପ୍ରସ୍ତୁତ ରହିଛି ୧୯୪୭ ଶଯ୍ୟା । ଅଧିକ କୋଭିଡ଼ ହସ୍ପିଟାଲ ଖୋଲିବାକୁ ଉଦ୍ୟମ ଜାରି…

ସୋଆ ଦ୍ଵାରା ଆରମ୍ଭ ଦେଶର ଦ୍ଵିତୀୟ ବୃହତ୍ତମ କୋଭିଡ ହସ୍ପିଟାଲ

ଭୁବନେଶ୍ବର()  କରୋନା ମହାମାରୀ ଆତଙ୍କର ମୁକାବିଲା କରିବା ପାଇଁ ସାରାଦେଶ ଏବେ ଲକଡାଉନ ରେ ଥିବା ବେଳେ ରୋଗୀ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ…

ଲୋକଙ୍କ ସ୍ବାସ୍ଥ୍ୟ ପାଇଁ  ଡିସିପିଙ୍କ କଠୋର ନିଷ୍ପତି

ଭୁବନେଶ୍ବର () ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଡିସିପି ଅନୁପ ସାହୁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଭୁୟସି ପ୍ରଶଂସା କରିଛନ୍ତି । ଡିସିପି ଶ୍ରୀଯୁକ୍ତ ସାହୁ ଆଇନକୁ ମାନୁନଥିବା ବା ସରକାରଙ୍କ ନିୟମକୁ ମାନୁନଥିବା…