Odia News Portal
Monthly Archives

April 2020

ଦେଶରେ ଏଯାଏଁ ୧.୩୨ ଲକ୍ଷରୁ ଉର୍ଦ୍ଧ୍ୱ ଅଧିକ ମାସ୍କ ପ୍ରସ୍ତୁତ

କରୋନା ଭାଇରସର ସଂକ୍ରମଣ ଭୟ ଏବେ ସମଗ୍ର ବିଶ୍ୱକୁ ଥରହର କରିଛି । ଚାଇନାରୁ ବ୍ୟାପୀଥିବା ଏହି ଭୟଙ୍କର ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି । ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ଆକ୍ରାନ୍ତ । ଏଥିରୁ ବର୍ତ୍ତିବା ପାଇଁ ଲୋକେ ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରୁଛନ୍ତି । ଭାରତରେ ମଧ୍ୟ…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ  ଚିହ୍ନଟ

ଭୁବନେଶ୍ୱର()  ରାଜ୍ୟରେ ଆଉ ୨ଜଣ କରୋନା ଭୂତାଣୁ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଶନିବାର ସୁଦ୍ଧା…

ସଟ୍‌ଡାଉନକୁ ନେଇ ଏମିତି କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱ() ସଟ୍‌ଡାଉନ୍ ଅବଧି ଆଉ ବଢ଼ିବ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ସଟ୍‌ଡାଉନ୍ ଘୋଷଣା କରାଯାଇଥିଲା ତାହା ସଫଳ ହୋଇଛି । ତେଣୁ ସଟ୍‌ଡାଉନ୍ ଅବଧି ବୃଦ୍ଧି କରିବାର କୌଣସି ଯୋଜନା ନାହିଁ । ରବିବାର ରାତି ୮ଟା ପରେ ସଟ୍‌ଡାଉନ୍ ସମାପ୍ତ ହେବ । ତେବେ ସ୍ଥାନୀୟ ଅଧିକାରୀ ଚାହିଁଲେ ଆବଶ୍ୟକତାକୁ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି

କରୋନା ଭାଇରସ କାରଣରୁ ଜାରି ହୋଇଥିବା ଲକ ଡାଉନ କାରଣରୁ ପୂର୍ବରୁ ହିଁ କେନ୍ଦ୍ର ସରକାର ଆୟକର ଦାଖଲ ଅବଧି ବଢ଼ାଇ ଦେଇଥିଲେ । ଏବେ କେନ୍ଦ୍ର ସରକାର ବର୍ତ୍ତମାନ ସ୍ଥିତିରେ ଆୟକର ଦାଖଲ, ଜିଏସଟି, କଷ୍ଟମ ଓ ଏକ୍ସସାଇଜ ଡ୍ୟୁଟି ରିଟର୍ନ ଭରିବା ତରିକାକୁ କିଛିଟା ହାଲୁକା କରିବା ପାଇଁ ଏକ…

୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିପାତ

ରବିବାର ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ସେନାର ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ। ଏନାକାଉଣ୍ଟର କରି ୫ ଆତଙ୍କବାଦୀଙ୍କୁ ମାରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଖୋଜିବା ନେଇ ସେନା ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନର ୫ ମ ଦିନରେ ସେନାକି ଏଭଳି ବଡ ସଫଳତା ମିଳିଥିବା ଜଣାପଡିଛି।…

ବିନା ଲକ୍ଷଣରେ କରୋନା ନିଜ କାୟା ବିସ୍ତାର କରେ

ଭୁବନେଶ୍ୱର() କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହା ଖାଲି ଦେଶରେ ନୁହେଁ ବରଂ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଏନେଇ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଲକ୍ଷଣ ବିନା କୋଭିଡ଼ ସଂକ୍ରମିତ ବ୍ୟକ୍ତି ଅନ୍ୟକୁ…

ଜନଧନ ଆକାଉଣ୍ଟରେ ଆସୁଛି ଏତିକି ଟଙ୍କା

ବିହାର : କରୋନା ଭାଇରସ ସଙ୍କଟରୁ ବାହାରିବା ପାଇଁ ଦେଶରେ ୨୧ ଦିଆଆ ଲକ୍ ଡାଉନ୍ ଜାରି ରହିଛି। ତେବେ ଏହି ଲକ୍ ଡାଉନ କାରଣରୁ ଗରିବ ବର୍ଗଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ଯାହା ପରେ ସରକାର ମହିଳାଙ୍କ ଜନଧନ ବ୍ୟାଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିବେ ବୋଲି ଘୋଷଣା କରିଥିଲେ।…

ନିବେଦନକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ () ଗତ କିଛି ଦିନ ତଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଦନ କରିିଥିଲେ । ସେ ଆଜି ରାତି ୯ଟାରେ ୯ମିନିଟ ପାଇଁ ଘରର ଲାଇଟ ବନ୍ଦ ରଖିବାକୁ ନିବେଦନ କରିଥିଲେ । ସେହି ୯ମିନିଟ ବାଲକୋନି କିମ୍ବା ଘର ବାରଣ୍ଡାରେ ଦୀପ, ମହମବତି ଜଳାଇବାକୁ ସେ ଅନୁରୋଧ କରିିଥିଲେ ।…

ଦେଶରେ ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ଦେଶରେ ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୭୭ ଜଣଙ୍କ ଦେଶରେ ମୃତ ହେଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରତିଦିନ ଦେଶରେ…

ଦିନ ୧୨ଟାରୁ ବ୍ରହ୍ମପୁର ସହରରେ ସଟଡାଉନ

ବ୍ରହ୍ମପୁର : ଆଜି ଦିନ ୧୨ଟାରୁ ବ୍ରହ୍ମପୁରରେ ସଟଡାଉନ । ଯାହା ଆସନ୍ତା କଲି ସକାଳ ୭ଟା ଯାଏ ଲାଗୁ ରହିବ । ତେଣୁ ଆଜି ସକାଳୁ କିଣା କିଣି ପାଇଁ ବଜାରରେ ଭିଡ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ଜିନିଷ କିଣିବା ଲାଗି ଲୋକେ ଘରୁ ବାହାରିଛନ୍ତି । ତେବେ କେବଳ ଚାଲି ଚାଲି ଆସିବାକୁ କୁହାଯାଇଛି…