Odia News Portal
Monthly Archives

April 2020

ଅଧିକ ସମୟ ସୋସିଆଲ ମିଡିଆ ହାନିକାରକ, ବେଳ ଥାଉଥାଉ ହୋଇଯାଆନ୍ତୁ ସତର୍କ

ଆଜିକାଲିର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ସୋସିଆଲ ମିଡିଆ। ଆବାଳବୃଦ୍ଧବନିତା ଏହାର ପ୍ରେମରେ। ହେଲେ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସମୟ ଏହାର ବ୍ୟବହାର କରୁଥାଆନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏହା ଏକ କୁଅଭ୍ୟାସ। କାରଣ ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନେକ ପ୍ରକାରର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ନୀଚରାଶିରେ ବୃହସ୍ପତି…

ଓଡିଶାରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ତମ କରୋନା ଆକ୍ରାନ୍ତ ୨୯ବର୍ଷିୟ ଯୁବକ କଳାହାଣ୍ଡି ଅଞ୍ଚଳର । ବାହାରିନରୁ ଆସିଥିଲେ ଏହି ଯୁବକ । ତେବେ ରାଜ୍ୟରେ ୨୧ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଖ୍ୟା ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍, ଭୁବନେଶ୍ବରର ଏହି ସବୁ ସ୍ଥାନରେ ବାଣ୍ଟିଥିଲେ ଚିଠି

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା…

ଏହି କମ୍ପାନୀର ଇଲେକ୍ଟ୍ରୋନିକ ଏବଂ ମୋବାଇଲ ପ୍ରଡକ୍ଟ ଉପରେ ୱାରେଂଟି ବୃଦ୍ଧି

ଭୁବନେଶ୍ୱର : ସାମସଙ୍ଗ କ୍ଷେତ୍ରରେ ଆମ ଗ୍ରାହକଙ୍କ ମଙ୍ଗଳ କାମନା କରିବା ଆମର ପ୍ରାଥମିକତା । ଆମର ପ୍ରତ୍ୟେକ ପଦକ୍ଷେପ ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଆମେ ପ୍ରତିବଦ୍ଧ । ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେରଖି ଆମର ସମସ୍ତ ଉତ୍ପାଦ ସୃଙ୍ଖଳାର ଧାର୍ଯ୍ୟ ୱାରେଂଟିକୁ ଆମେ ଆସନ୍ତା ମେ ୩୧…

ଅବ୍ୟାହତ ସଫେଇ ଏବଂ ନିଃସହାୟଙ୍କୁ ଖାଦ୍ୟ ବଂଟନ

ଭୁବନେଶ୍ୱର : କେରୋନା ପ୍ରଭାବକୁ ଏଡାଇବା ପାଇଁ ଗତକାଲି ରାତିରୁ ହୋଇଛି କର୍ଫ୍ୟୁ ।ତେବେ ଏଥିରେ ବ୍ୟାହତ ହୋଇନି ନିୟମିତ କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗର ୂନିଗମ ତରଫରୁ ବିଭିନ୍ନ ଅଂଚଳରେ କରାଯାଇଛି ନିୟମିତ ସଫେଇ । ସ୍ୱତନ୍ତ୍ର ପ୍ରବେଶିକା ପ୍ରମାଣପତ୍ର ସହିତ ସଫେଇ କର୍ମଚାରୀମାନେ ଆଜି…

ଆଜିଠାରୁ ୯ ତାରିଖ ଯାଏ ବର୍ଷା

ଭୁବନେଶ୍ବର() ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ୯ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ନୟାଗଡ,ଗଜପତି, ରାୟଗଡା, ନବରଙ୍ଗପୁର, ମୟୁରଭଜ, ଅନୁଗୁଳ, ବୈ।ଦ୍ଧ, ମାଲକାନଗିରି । ଏହିସବୁ ଜିଲ୍ଲାରେ ପ୍ରବଳ ହବ ବୋଲି ପାଣିପାଗ…

ଜିଲ୍ଲାପରିଷଦ ସଭ୍ୟଙ୍କ କରୋନା ସହାୟତା

ଯାଜପୁର ଟାଉନ : କୋରୋନାର ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ ଦାନ କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କୁ ନିବେଦନ କରିଥିଲେ । ଯାଜପୁରରେ ଏଥିପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମାଜସେବୀ,ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି ।…

ଲଜ୍ଜା ଓ ଭୟ କଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ

ଭୁବନେଶ୍ୱର ()ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ତବଲିଗି ଜମାତରୁ ଫେରିଥିବା ୨୮ଜଣଙ୍କୁ ଯୋଗାଯୋଗ କରାଯାଇଛି । ନମୁନା ପରୀକ୍ଷାରେ ୨୫ଜଣ ନେଗେଟିଭ ଓ ୩ଜଣ…

କରୋନାରେ ଆକ୍ରାନ୍ତ ହେବା କେତେଦିନ ପରେ ନିଶ୍ୱାସରେ କଷ୍ଟ ହୁଏ, ଜାଣନ୍ତୁ

କୋଭିଡ୍-୧୯ର ଲକ୍ଷଣ ସାଧାରଣ ଥଣ୍ଡା ସହ ସମାନ । ଯଦି ଆପଣ ରୋଗୀର ଖରାପ ଅବସ୍ଥାକୁ ଅତି ନିକଟରୁ ଦେଖିବା ଆରମ୍ଭ କରନ୍ତି, ତେବେ ଏହାକୁ ଚିହ୍ନଟ କରିପାରିବେ । ତେବେ ଆସନ୍ତୁ ଜାଣିବା କରୋନା ଭାଇରସର ପ୍ରାଥମିକ ଲକ୍ଷଣ ଓ ଏହା କିପରି ବଢିଥାଏ… ପ୍ରଥମ ଦିନ – ରୋଗୀକୁ ଜୋରରେ ଜ୍ୱର ହେବା ଆରମ୍ଭ…