ପୁଣି କରୋନାକୁ ନେଇ ମିଥ୍ୟା ପ୍ରଚାର, ଜଣେ ଗିରଫ
ଯାଜପୁର : କରୋନାକୁ ନେଇ ମିଥ୍ୟା ପ୍ରଚାର କରି ଗିରଫ ହୋଇଛନ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମନୋରଞ୍ଜନ ଜେନା । ସେ ଜଣେ ଦଳିତ ନେତା। ‘ବୈଷ୍ଣୋଦେବୀ ମନ୍ଦିରରେ ଫସିଥିବା ୪୦୦ ଭକ୍ତଙ୍କ ମଧ୍ୟରୁ ୧୪୫ ଜଣ କରୋନା ସଂକ୍ରମଣ, ସମସ୍ତଙ୍କୁ ମାରିଦେବେ’ ଭଳି ମିଛ ଖବର ସେ…