ନିର୍ମାଣ ଶ୍ରମିକମାନଙ୍କ ଘର ଦୁଆରେ ପହଞ୍ଚିବ ନଗଦ ଅର୍ଥରାଶି
ଭୁବନେଶ୍ବର() ତାଲାବନ୍ଦ ସମୟରେ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଅର୍ଥରାଶି ନଗଦ ଆକାରରେ ଶ୍ରମିକମାନଙ୍କ ଘରକୁ ଘର ଯାଇ ବଣ୍ଟନ କରାଯିବ। ଏ ନେଇ ଶ୍ରମ ବିଭାଗ…