୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ନିଜାମୁଦ୍ଦିନରେ ହୋଇଥିବା ମକରଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତବଲିଗି ଜମାତ ମୌଲାନଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଲିକା…