Odia News Portal
Monthly Archives

April 2020

ନିଜକୁ ସନ୍ଦିଗଧ ମନେ କଲେ ସାହସର ସହ ଆଗେଇ ଆସନ୍ତୁ

ଭୁବନେଶ୍ୱର() କରୋନା ଲକ୍ଷଣ ଥିଲେ ମଧ୍ୟ ଅନେକ ଲୋକ ଏହାକୁ ଲୁଚାଉଛନ୍ତି । ଯାହାଫଳରେ ଏହା ବଢୁଛି । ତେବେ ଭୟରେ ଲୋକେ କଥା ଲୁଚାଉଛନ୍ତି ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଯେ ପଜେଟିଭ୍‌ ବାହାରିଥିବା ପଞ୍ଚମ ବ୍ୟକ୍ତିଙ୍କୁ…

ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ

କଟକ()  ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚନା କରାଯାଇ କାଠ ଚିରା ଆରମ୍ଭ ହୋଇଥିଲା । ତିନି ରଥ…

ଅସହାୟ ଲୋକଙ୍କ ପେଟକୁ ଦାନା ଦେଲେ ଅଲ ଓଡିଶା ଠିକାଦାର ସଂଘ

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି । ଓଡିଶାରେ ମଧ୍ୟ ଏହି ଲକଡାଉନ କଡାପଡି ଭାବେ ପାଳନ କରାଯାଉଛି । ଏହି ସମୟରେ…

କରୋନା ପାଇଁ ୫କୋଟି ଟଙ୍କା ଦାନ କଲା ଏମଡିଏଚ କମ୍ପାନୀ

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦେଶର ପରିସ୍ଥିତି ବିଷୟରେ ଆପଣମାନେ ଜାଣିଥିବେ। ଏହି କାରଣରୁ ମହାମାରୀ ଭଳି ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ପିଏମ-କେୟର୍ସ ଫଣ୍ଡ ଗଠନ କରିଛନ୍ତି, ଯେଉଁଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାରମାନେ ସହଯୋଗ…

କରୋନାରେ ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କ ମୃତ୍ୟୁ

ଚଣ୍ଡୀଗଡ () ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ହଜୁରୀ ରାଗି ତଥା ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କର ନିଧନ ହୋଇଛି । ତାଙ୍କୁ କରୋନା ପଜେଟିଭ୍‌ ଜଣା ପଡିବାର ଗୋଟିଏ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବୁଧବାରରେ ତାଙ୍କୁ କରୋନା ହୋଇଥିବା କଥା ଜଣା ପଡିଥିଲା।…

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ୬୨୫ କରୋନା ବେଡ଼୍

ଭୁବନେଶ୍ୱର() ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ୬୨୫ କରୋନା ବେଡ଼୍ । ଭୁବନେଶ୍ୱର ଓ କଟକରେ୨ଟି କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ଏହାକୁ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପାଇଁ କିମ୍ସରେ ୫୦୦ ଓ ଅଶ୍ୱିନୀ ମେଡ଼ିକାଲରେ ୧୨୫ଟି ବେଡ଼…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥର ସୁଅ ଛୁଟୁଛି

ଭୁବନେଶ୍ୱର : କରୋନା ଭଳି ବିପର୍ଯ୍ୟୟକୁ ମୁକାବିଲା କରିବାପାଇଁ ସବୁଠାରୁ ବଡ ଆବଶ୍ୟକତା ହେଉଛି ଅର୍ଥ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଭଳି ଭାବେ ଅର୍ଥର ସୁଅ ଛୁଟୁଛି ତାହା ଦେଖିଲାପରେ କରୋନା ଯୁଦ୍ଧରେ ସାମିଲ ଅନେକଙ୍କ ମନୋବଳ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ କାରଣରୁ ଆଜିର ଆନୁଷ୍ଠାନିକ କାର୍ଯ୍ୟ ବିଶେଷ ଉପଭୋଗ୍ୟ ନ ହୋଇପାରେ | ଅବଶ୍ୟ କର୍ତ୍ତବ୍ୟ ପାଳନରେ ତପତ୍ରତା,ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ  ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ…

ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ସୂର୍ଯ୍ୟନଗରର ୬୦ ବର୍ଷ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏମ୍ସରେ ଆଡ଼ମିଟ ପରେ କରୋନା ଟେଷ୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…