Odia News Portal
Monthly Archives

April 2020

କରୋନା ଯୋଗୁ ସବୁ ଯୋଜନାର ସୁଧ କମାଇଲେ ସରକାର

କରୋନା ଭାଇରସ ଯୋଗୁ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ଓ ରିଭର୍ସ ରେପୋ ରେଟ କାଟ କରିଥିଲେ। ଏବେ ସରକାର ମଧ୍ୟ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧରେ ମଧ୍ୟ ବଡ଼ କାଟ୍ କରିଛନ୍ତି। ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ପବ୍ଲିକ…

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ବଦଳି

ଯାଜପୁର ଟାଉନ : କରୋନା ମୁକାବିଲାରେ ଅସହଯୋଗ ପାଇଁ ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ବଦଳି । ତାଙ୍କ ସ୍ଥାନରେ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।…

ଗୁଜବ ପ୍ରଚାର କଲେ ଅତି କଠୋର ଦଣ୍ଡ

ଭୁବନେଶ୍ୱର : ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି । ଆଜି ଏଭଳି କରିଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ରାଜ୍ୟରେ ୧୫ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ମିଛ ପ୍ରଚାର କରୁଥିଲେ । ଏଭଳି ସମାଜ ଓ ରାଷ୍ଟ୍ରଦ୍ରୋହୀ…

ଲକଡାଉନ ବେଳେ  ପିକଅପ ଚଳାଇ ରାସନ ପଂହଚାଇଲେ ମନ୍ତ୍ରୀ

ସୋହେଲା () ଲକ ଡାଉନ ଯୋଗୁଁ ଗରିବ ଖଟିଖିଆ ତଥା ଦିନ ମଜୁରିଆଙ୍କ ପାଇଁ ସମସ୍ୟା ବଢିଛି । ସରକାର ଏଥି ପ୍ରତି ଦୃଷ୍ଟି ଦେଉଥିବା ବେଳେ ଅସହାୟ ଲୋକଙ୍କୁ ସହୟତାର ହାତ ବଢାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ନିଜ ନିର୍ବାଚନା ମଣ୍ଡଳୀ ସୋହେଲା ବ୍ଲକର ୨୬ଟି ପଂଚାୟତରେ ବସବାସ କରୁଥିବା ଗରିବ…

ଅସହଯୋଗ ପାଇଁ ସିଡ଼ିଏମଓଙ୍କ ବଦଳି

ଯାଜପୁର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ବହୁ ପଦକ୍ଷେପ ନେଇଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ସହଯୋଗ କରିବା ପାଇଁ କୁହାଯାଇଥିଲା । ଏହାରି ମଧ୍ୟରେ କରୋନା ମୁକାବିଲାରେ ଅସହଯୋଗ ପାଇଁ ଯାଜପୁର…

କରୋନା ଲାଗି ସାହାଯ୍ୟର ହାତ ବଢାଇଲେ ପ୍ରଧାନମନ୍ତ୍ରୀଙ୍କ ମା , ଦାନ କଲେ ଏତିକି ଟଙ୍କା

ସାରା ବିଶ୍ଵ ଏବେ କରୋନା ଭାଇରସ୍ ଭଳି ମହାମାରୀ ରୋଗ ସହ ଲଢୁଛି। ଚାଇନା ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ପର୍ଯ୍ୟନ୍ତ ୨୦୦ଟି ଦେଶକୁ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ୧୫୦୦ରୁ ଉର୍ଦ୍ଧ ଲୋକ ଏହି ଭାଇରସ୍ ର ଶିକାର ହୋଇଥିବା ବେଳେ କିଛି ମୃତ୍ୟୁ ବରଣ ମଧ୍ୟ କରିସାରିଲେଣି। ତେବେ ଦେଶର ଏହି…

ଏହି ସ୍ଥାନରୁ ୧୪ ଫୁଟ ଲମ୍ଵା ଏବଂ ୨୦ କେଜି ଓଜନର ବିରଳ ଅହିରାଜ ଉଦ୍ଧାର

ଢେଙ୍କାନାଳ()   ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଫାଶିଗାଁ ପୋଖରୀ ନିକଟରୁ ଗୋଟିଏ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ ସହାୟତାରେ ବନ୍ୟକ ସାପ ଉଧାରକାରୀ ଦଳ ଦ୍ଵାରା ସାପ ଉଦ୍ଧାର କରି ବନ କର୍ମରୀ ମାନଙ୍କ ସହାୟତାରେ ଜଙ୍ଗଲରେ ଛାଡି ଦିଆଯାଇଛି । ଗତକାଲି ଦିନ ପ୍ରାୟ ୪ଟା ସମୟରେ…

କାହିଁକି ପାଳନ କରାଯାଏ April Fool Day, ଜାଣନ୍ତୁ

ଭାରତ ସମେତ ପୂରା ବିଶ୍ୱ ପ୍ରତି ବର୍ଷ ଏପ୍ରିଲ ମାସ ୧ ତାରିଖକୁ ‘ଏପ୍ରିଲ ଫୁଲ ଡ଼େ’ ଭାବେ ପାଳନ କରିଥାଏ । କେତେକ ଦେଶରେ ତ ଏହି ଦିନ ଛୁଟି ଘୋଷଣା କରାଯାଏ । ବର୍ଷ ଯାକରେ ଏହି ଗୋଟିଏ ଦିନରେ ହିଁ ଲୋକେ ପରସ୍ପର ସହ ଥଟା ହୋଇଥାନ୍ତି । ମଜା ମଜାରେ ଅନ୍ୟକୁ ଉଲ୍ଲୂ ବନାଇଥାନ୍ତି । ପୃଥିବୀର…

ଆସନ୍ତୁ ଜାଣିବା ଲକଡାଉନ୍ ସମୟରେ କେତେ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : ଲକଡାଉନ୍ ସମୟ ମଧ୍ୟରେ LPG ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ଇଣ୍ଡେନଙ୍କ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୭୪୪ ଟଙ୍କା ହୋଇଛି। ଏହାପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୦୫.୫୦ ଟଙ୍କା…

ଭାଇରାଲ ହେଉଛି ନବୀନଙ୍କ ଏହି ଭିଡିଓ, ଦେଖନ୍ତୁ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ଆମେ ଓଡିଆମାନେ ଆମର ସାହସିକତା ପାଇଁ ସବୁବେଳେ ଜଣାଶୁଣା ।…