Odia News Portal
Monthly Archives

April 2020

ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି

ନୂଆଦିଲ୍ଲୀ()  ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍ । ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି ହୋଇଛି । କରୋନାରେ ୨୯ ହଜାର ୪୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୮୬୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୧ ହଜାର ୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ରାଜ୍ୟରେ…

ଜାଣନ୍ତୁ ନୂଆ ୭ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ରୁ ଓ ଭଦ୍ରକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ଏହି…

ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ସୁନ୍ଦରଗଡ଼ର ୪ ଜଣ । ଏବେ ୮୦ ଜଣ ଚିକିତ୍ସିତ ହେଉଛନ୍ତି, ୩୭ ଜଣ ସୁସ୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ପଡିକିଆ ଗ୍ରାମର ପେଟା ମଲ୍ଲିକ (୪୦) ନାମକ ଜଣେ ବ୍ୟକ୍ତି ତରଳ ଝାଡାରେ ମୃତ୍ୟୁ ବରଣ କରିଛନ୍ତି । ଯାହା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏବେବି ଗ୍ରାମରେ ଅନେକ ଲୋକ…

ଦୂରଦର୍ଶନରେ ଦଶମ ପିଲାଙ୍କ ଲାଗି ପୁରୁଣା ପାଠର ଆଲୋଚନା

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢାଇବାପାଇଁ ରାଜ୍ୟ ସରକାର ସ୍ଥିର କରିବାପରେ ଏବେ ପ୍ରତିଦିନ ଦୁଇବେଳା ଶିକ୍ଷାଦାନ ପ୍ରସାରଣ ହେଉଛି । ତେବେ ଦୂରଦର୍ଶନର ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ପ୍ରସାରିତ ହେଉଥିବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାହୁ ସହ ଚନ୍ଦ୍ରଙ୍କ ସଂଯୋଗ କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା କଠିନ ହୋଇପାରେ। ନିଜ ପରିବେଶରେ ସହମତି ମାଧ୍ୟମରେ କାର୍ଯ୍ୟକଲେ ସଫଳତା ପାଇବେ। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ୍‌ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର…

ସ୍ୱାସ୍ଥ୍ୟ ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ ନେଉଛନ୍ତି ନିଷ୍ପତି ?

ଭୁବନେଶ୍ୱର () ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଜି ରାଜ୍ୟ ରାଜଧାନୀରେ ନିଜର ବୟାନକୁ ନେଇ ବିଳିବିଳି ହୋଇଛନ୍ତି । ପ୍ରଥମେ ଗଣମାଧ୍ୟମକୁ ବୟାନ ଦେଲେ ଯେ ଲକଡାଉନ ଅବଧିକୁ ମାସେ ବୃଦ୍ଧି କରିବାକୁ ଦାବି ସେ ଦାବି କରିଛନ୍ତି ।  ଏକଥା ଯେତେବେଳେ ଗଣମାଧ୍ୟମରେ ପ୍ରଚାର ହେଲା, ଏହାର ମାତ୍ର କେହି…

ସୁରତରୁ ଫେରୁଛନ୍ତି ୨୦୦ରୁ ଅଧିକ ଓଡିଶା

ଭୁବନେଶ୍ୱର () ସୁରତରୁ ଯାତ୍ରୀଙ୍କୁ ନେଇ ଓଡ଼ିଶା ବାହାରିଲା ୪ଟି ବସ୍ । ସୁରତରେ ଫସିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଯାତ୍ରୀଙ୍କୁ ନେଇ ବସ୍ ବାହାରିଛି ।  ପ୍ରତି ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀ ଫେରିଲା ପରେ ୧୪ ଦିନ କ୍ୱାରଣ୍ଟାଇନରେ ରହିବେ ।…

ବଜାୟ ରହିଛି ଲକ୍‌ଡାଉନ୍‌ : ଦୋହରାଇବା ପାଇଁ ବିଏମ୍‌ସି ବୁଲାଇଲା ପ୍ରଚାର ଗାଡି

ଭୁବନେଶ୍ୱର : ନାଗରିକମାନଙ୍କ ସନ୍ଦେହ ମୋଚନ ନିମନ୍ତେ ଆଜି ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ଲକ୍‌ଡାଉନ୍ ବାବଦରେ କୁହାଯାଇଛି । ମହାମାରୀ କରୋନା ସଂକ୍ରମଣର ପ୍ରତିରୋଧ ସ୍ୱରୂପ ସରକାରଙ୍କ ଆଦେଶରେ ଚାଲୁ ରହିଥିବା ଲକ୍‌ଡାଉନ୍ ଭୁବନେଶ୍ୱରରେ ବଳବତର ରହିଥିବା…

୩ ବର୍ଷ ପାଇଁ ବାସନ୍ଦ ହେଲେ ଉମର ଆକମଲ

ଇସଲାମାବାଦ: ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଉମର ଆକମଲଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ୩ ବର୍ଷ ପାଇଁ ବାସନ୍ଦ କରିଛି । ଆକମଲ ବୁକିଙ୍କୁ ଭେଟିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନୁଶାସନ ପ୍ୟାନେଲରେ ଶୁଣାଣି ପରେ ଉମାର ଆକମଲଙ୍କୁ ଏହି ଦଣ୍ଡ ମିଳିଛି ।…