Odia News Portal
Monthly Archives

May 2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବାଧକାଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ…

କରୋନା ଯୋଦ୍ଧା ରୂପେ ସାମ୍ବାଦିକଙ୍କୁ ସମ୍ମାନୀତ

ଯୁବ ସାମ୍ବାଦିକ ତଥା ଦୈନିକ କଳାନ୍ତର ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଅଭିଜିତ ସାମନ୍ତରାୟଙ୍କୁ ଅସ୍ବସ୍ତି ଫାଉଣ୍ଡେସନ ତରଫରୁ ସାମ୍ବାଦିକ କରୋନ ଯୋଦ୍ଧା ସମ୍ମାନ ୨୦୨୦  ସମ୍ମନୀତ କରାଯାଇଛି । ଫାଉଣ୍ଡେସନର ରାଜ୍ୟ ସଭାପତି ରାଜ୍ୟ ସମ୍ପାଦିକାଙ୍କ ସହ ବହୁ ସଦସ୍ୟ ଙ୍କ ଉପସ୍ଥିତିରେ…

ସ୍ନାନଯାତ୍ରା ପାଇଁ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ

ପୁରୀ() ରାତି ଗୋଟାଏରୁ ସ୍ନାନଯାତ୍ରା ପାଇଁ ପହଣ୍ଡି କରିବାକୁ ସେବାୟତ ମାନେ ମତ ଦେଇଛନ୍ତି ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚଳିତବର୍ଷ ସ୍ନାନଯାତ୍ରା ପାଇଁ ତିନି ଠାକୁରଙ୍କ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ ହେବ । କରୋନା କରିପ୍ରେକ୍ଷୀରେ ନୀତି ନିର୍ଘଣ୍ଟରେ ଏଭଳି…

ରାତି ଗୋଟାଏରୁ ସ୍ନାନଯାତ୍ରା ପାଇଁ ପହଣ୍ଡି କରିବାକୁ ସେବାୟତଙ୍କ ମତ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଚଳିତବର୍ଷ ସ୍ନାନଯାତ୍ରା ପାଇଁ ତିନି ଠାକୁରଙ୍କ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ ହେବ । କରୋନା କରିପ୍ରେକ୍ଷୀରେ ନୀତି ନିର୍ଘଣ୍ଟରେ ଏଭଳି ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ଆଜି ପୁରୀ ଠାରେ ଛତିଶା ନିଯୋଗ ସହିତ ଆଲୋଚନା…

ଡିଷ୍ଟ୍ରିକ୍ଟ ସେର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଦେଲେ ବିଧାୟକ

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରର ପ୍ରମୁଖ ବାଣିଜ୍ୟକେନ୍ଦ୍ର ଡିଷ୍ଟ୍ରିକ୍ଟ ସେର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଆଜି ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ପୁରୀ ଜିଲ୍ଲାରେ ନୂତନ ସଙ୍ଗରୋଧ ପଲିସି ଲାଗୁ : ଜିଲାପାଳ

ପୁରୀ : ଜିଲ୍ଲା ପାଇଁ ହୋଇ ଥିବା ନୂତନ ସଙ୍ଗରୋଧ ପଲିସି ଅନୁଯାୟୀ ପୁରୀ ଜିଲ୍ଲାର ଗ୍ରାମାଞ୍ଚଳ କି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ବାଧ୍ୟତାମୂଳକ ଭାବେ ସାତ ଦିନ ଇନ୍ଷ୍ଟିଟ୍ୟୁସନଲ ସଙ୍ଗରୋଧରେ ରହିବେ ଏବଂ ଏହାପରେ ଲକ୍ଷଣ ନ ଥିବା ବ୍ୟକ୍ତି ଗୃହ ସଙ୍ଗ ରୋଧରେ ଆଊ ଚଉଦ ଦିନ ରହିବେ।…

ଜଟଣୀ ବାଇପାସ ଛକ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗର ଜବତ

ଖୋର୍ଦ୍ଧା: କୋରୋନା ମହାମାରୀ ଭିତରେ ବି ଆକ୍ସନ ମୁଡରେ କଟକ ଅବକାରୀ ଗୁଇନ୍ଦା ବିଭାଗ । ଜଟଣୀ ବାଇପାସ ଛକ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗର ଜବତ । ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକଙ୍କ ନାଁ ଶେଖ୍ ସରିଫ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା…

ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲି ଅଭାବ ଅସୁବିଧା ବୁଝିଲେ ବିଧାୟକ

ଭୁବନେଶ୍ବର : ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବାଘୁଆ ନଦୀ ଗଣ୍ଡରେ ବୁଡି ମୃତ୍ୟୁ ବରଣ କରିଥିବା ଯୁବକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ଅଭାବ…

ପୁଣି ଥରେ ଚର୍ଚ୍ଚାରେ ଓଡ଼ିଆ ଝିଅ ସୋନା ମହାପାତ୍ର

ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ଓଡ଼ିଆ ଝିଅ ସୋନା ମହାପାତ୍ର । ଏଥର କିନ୍ତୁ କୌଣସି ବିବାଦ ପାଇଁ ନୁହେଁ ବରଂ ଏକ ପ୍ରେମ ଚିଠିକୁ ନେଇ ସେ ଆଲୋଚନା ପରିସରକୁ ଆସିଛନ୍ତି । ନିଜ ରାଜ୍ୟର କଳା, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତକୁ ନେଇ ସାରା ବିଶ୍ୱକୁ ଏକ ବାର୍ତ୍ତା…

ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ, ୮ ଗିରଫ

ଆଠଗଡ଼ : ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଥିଲାବେଳେ ବହୁ ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି । ଜଣେ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି । ଗତ ୨୧ ତାରିଖରେ…