Odia News Portal
Monthly Archives

May 2020

ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା, ୩ ଆହତ

ସାଲେପୁର : ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଷ୍ଟେଟବ୍ୟାଙ୍କ ଗଡା ନିକଟରେ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ…

ବିପିସିଏଲ୍‌ ୭.୧୦ କୋଟି ଗ୍ରାହକଙ୍କୁ ଦେଲା ଉପହାର

ମୁମ୍ୱାଇ : ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ (BPCL) ଗ୍ରାହକଙ୍କ ସୁବିଧା ପାଇଁ  ଏକ ଘୋଷଣା କରିଛି। ଏଥର ସାରା ଦେଶରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ରୋଷେଇ ଗ୍ୟାସ୍‌ ବୁକିଂ ସେବା ଆରମ୍ଭ ହେବ। ଦେଶର ଏହାକୁ ଦ୍ୱିତୀୟ ସବୁଠୁ ବଡ଼ ପେଟ୍ରୋଲିୟମ ବିତରଣ କମ୍ପାନୀ ନିବେଶ ତାଲିକାରେ…

ସଚେତନ କରିଥିବା ଅଭିନେତ୍ରୀ ନିଜେ କଲେ କ୍ରାଇମ

ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହେତା ଆଉ ନାହାନ୍ତି । ନିଜର ଇନ୍ଦୋରରେ ଥିବା ଘରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ, କ୍ରାଇମ୍ ପାଟ୍ରୋଲ୍, ମେରି ଦୁର୍ଗା ଓ ଲାଲ୍ ଇଶ୍କ ଭଳି ସିରିୟଲରେ କାମ କରିଥିବା ଅଭିନେତ୍ରୀ ପ୍ରେକ୍ଷା (୨୫) ଙ୍କୁ ଲକ୍‌ଡାଉନ ଯୋଗୁଁ କେଉଁଠି…

Samsung Galaxy M21 ଫୋନରେ ମିଳୁଛି ସ୍ପେଶାଲ ଡିସକାଉଣ୍ଟ

Samsung Galaxy M21 କମ୍ପାନୀର ସବୁଠାରୁ ଅଧିକ କ୍ଷମତାସମ୍ପନ୍ନ ଫୋନ। ଏବେ ଏହି ଫୋନରେ ମିଳୁଛି ସ୍ପେଶାଲ ଡିସକାଉଣ୍ଟ। କମ୍ପାନୀ ଏହି ଫୋନରେ ସୁପର ଏମୋଳେଡ ଡିସପ୍ଲେ ଓ ଓ୍ଵାଟାମନଷ୍ଟର ଟ୍ୟାଗଲାଇନସହିତ ଲଞ୍ଚ କରିଛି। ଆମାଜନ ଇଣ୍ଡିଆ ଅନଲାଇନ ସାଇଟରେ ଏହି ସ୍ମାର୍ଟଫୋନ ମାତ୍ର ୧୨, ୬୯୯…

ବିପଦ ଟଳିନି, ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ୱର() କରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ । ଏବେ ବି କରୋନା ଭଳି ବିପଦ ଟଳିନି ତେଣୁ ମାସ୍କ ପିନ୍ଧିବା ଜରୁରୀ । ଏହାସହ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ ।…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି । ଲକ୍‌ ଡାଉନ୍‌ କଟକଣା ଓ ସାମାଜିକ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର() ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଦୀର୍ଘ ୨ମାସ ହେଲା ପୁରା ଭାରତ ଲକଡାଉନ ରହିଛି । ପୁରା ଭାରତରେ ଲୋକେ ଘରେ ରହୁଥିବା ବେଳେ କରୋନା ମୁକାବିଲା ପାଇଁ…

୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା

ଭୁବନେଶ୍ୱର() ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି  ୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଛି । ୫ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା,…

ବିହନ ଓ ସାର ଯୋଗାଣ ନେଇ କୃଷିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର () ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଦାୟୀତ୍ୱରେ ଥିବା…

କାଲିଠାରୁ ଗଡିବ ଘରୋଇ ବସ

ଭୁବନେଶ୍ବର() କାଲିଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ । ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ ଗୁରୁବାର ଠାରୁ କିଛି ବସ ଚଳାଚଳ କରିବ । ପୂରା…