Odia News Portal
Monthly Archives

May 2020

ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୫୯୩ କରୋନା ଆକ୍ରାନ୍ତ ଚିହ୍ନଟ…

ବାତ୍ୟା ଓ କରୋନା ଆଢୁଆଳରେ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ । ବାତ୍ୟା ଅମ୍ଫନ ବି ହାଲକା କ୍ଷୟକ୍ଷତି ଘଟାଇ ଯାଇଛିଫା ତେବେ ଏଥିରୁ ମୁକୁଳିବା ଚିନ୍ତା କରିବା ବଦଳରେ ରାଜନୈତିକ ଦଳ ଗୁଡିକ ଯେଭଳି ପରସ୍ପର ଉପରକୁ କାଦୁଆ ଫିଙ୍ଗିବା ସହିତ ତୁ ତୁ ମେଁ ମେଁ ରେ ମାତିଛନ୍ତି ତାହାକୁ ଦେଖିଲା ପରେ ରାଜ୍ୟରେ ତିନି ଦଳର…

ଆସନ୍ତୁ ଜାଣିବା କ’ଣ ପାଇଁ ହୋଇଥିଲା କରାଚି ବିମାନ ଦୁର୍ଘଟଣା

କରାଚି : କିଛି ଦିନ ତଳେ କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଦୁର୍ଘଟଣା ହେବାର କାରଣ ଏବେ ଜଣାପଡ଼ିଛି । ଦୁର୍ଘଟଣା ପାଇଁ ବିମାନର ପାଇଲଟ୍‌ଙ୍କ ଉପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାଞ୍ଚ ରିପୋର୍ଟ ଅନୁଯାୟୀ ବିମାନ ଅବତରଣ ବେଳେ…

ଭିଜିଲାନ୍ସଜାଲରେ ଅନୁଗୋଳ ଛେଣ୍ଡିପଦା ରେଞ୍ଜର

ଅନୁଗୋଳ : ଭିଜିଲାନ୍ସଜାଲରେ ପଡ଼ିଗଲେ ଅନୁଗୋଳ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗ ଧରିଛି । ମଙ୍ଗଳବାର ଦିନ ଏକ ବୋଲେରୋ ଗାଡ଼ି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣ ସମାଜକଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକକ୍ଷେତ୍ରରେ, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ପ୍ରଶାସନିକ ସ୍ତରରେ କେତେକ ସମସ୍ୟାକୁ କେନ୍ଦ୍ର କରି ଅର୍ନ୍ତଦ୍ୱନ୍ଦ୍ୱ…

କୋଭିଡ-୧୯କୁ ନେଇ ରାଜଭବନରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ବର : କୋଭିଡ-୧୯ ବିଶ୍ୱ ମହାମାରୀକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ଲଫାପା ଓ ରାଜ୍ୟର ପ୍ରସିଦ୍ଧ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ୧୦ଟି ପିକ୍‌ଚର ପୋଷ୍ଟକାର୍ଡକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ଏହି…

ଏବେ ସହରାଞ୍ଚଳରେ ମାଗଣା ଶୌଚାଳୟ

ଭୁବନେଶ୍ୱର : ସହରାଞ୍ଚଳରେ ମାଗଣା ଶୌଚାଳୟ । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି । ରାଜ୍ୟ ଗୃହ ଓ…

ଓଡ଼ିଶାରେ ଆଲ୍‌କୋହଲ୍‌ର ହୋମ ଡେଲିଭରୀ ଆରମ୍ଭ କଲା ସ୍ୱିଗି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଅନ୍‌-ଡିମାଣ୍ଡ ପ୍ଲାଟଫର୍ମ ସ୍ୱିଗି, ‘ୱାଇନ ସପ’ କାଟାଗୋରୀ ଜରିଆରେ ଓଡ଼ିଶାରେ ଆଲ୍‌କୋହଲ୍‌ର ଅନ୍‌ଲାଇନ୍ ପ୍ରକ୍ରିୟାକରଣ ଏବଂ ହୋମ ଡେଲିଭରୀକୁ ସକ୍ଷମ କରାଇଛି । ଓଡ଼ିଶା ସରକାରଙ୍କ ଠାରୁ ଆବାଶ୍ୟକୀୟ ମଞ୍ଜୁରୀ ପାଇବା ପରେ ଏହି ସେବା ଆଜି ଭୁବନେଶ୍ୱର ଏବଂ…

ଗୃହିଣୀଙ୍କ ପାଇଁ ଓଟିଡିସି ଆରମ୍ଭ କଲା ରିଏଲିଟି ଶୋ ‘ଆମ ଘର ଆମ ହାଣ୍ଡିଶାଳ’

ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନୂଆ ଫର୍ମାଟରେ ଏକ ରିଏଲିଟି ଶୋ’ ‘ଆମ ଘର ଆମ ହାଣ୍ଡିଶାଳ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ…

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ୩୦ ତାରିଖ ସୁଦ୍ଧା ଲଘୁଚାପ ଦକ୍ଷିଣ ଆଣ୍ଡାମାନ ନିକଟରେ ଘନୀଭୂତ ହେବାର ସମ୍ଭାବନା ରହିଛି । ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞା​ନକେନ୍ଦ୍ର । କିନ୍ତୁ ଆଶ୍ବାସନାର ବିଷୟ ହେଲା ଏହି ଲଘୁଚାପ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ନାହିଁ…