Odia News Portal
Monthly Archives

May 2020

ଟପ୍ ଟେନରେ ଭାରତ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା ୪,୧୬୭ ରେ ପହଞ୍ଚିଛି ।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୮୦,୭୨୨ ଜଣ । ଏହାସହ ସୁସ୍ଥ ସଂଖ୍ୟା ୬୦,୪୯୧କୁ ବୃଦ୍ଧି ପାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଜି ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏବେ ୮୬୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏହା ସହ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ…

ବାରମ୍ବାର ରିଚାର୍ଜ ନକରି ଥରେ କରନ୍ତୁ ବର୍ଷିକିଆ ରିଚାର୍ଜ, ପାଆନ୍ତୁ ଅନଲିମିଟେଡ୍ କଲିଂ ଓ ଡାଟା

ନୂଆଦିଲ୍ଲୀ : ଜିଓ, ଆଇଡିଆ-ଭୋଡାଫୋନ୍ ଓ ଏୟାରଟେଲ୍ ପାଖରେ ୩୬୫ ଦିନର ଭ୍ୟାଲିଡିଟି ଥିବା ଅନେକ ରିଚାର୍ଜ ପ୍ଲାନ୍ ରହିଛି । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ, ଡାଟା ଓ ଫ୍ରି ଏସଏମଏସ ଭଳି ସୁବିଧା ମିଳୁଛି । ଆଜି ଆମେ ଆପଣଙ୍କୁ ଏହି ଟେଲିକମ୍ କମ୍ପାନୀଙ୍କ ସେହି ପ୍ଲାନ୍ ସମ୍ପର୍କରେ କହିବୁ…

ପାକିସ୍ତାନର ଗୁପ୍ତଚର ପାରାକୁ ନେଇ ଆତଙ୍କ

ନୂଆଦିଲ୍ଲୀ : ଯେତେ ଯାହା ହେଇଯାଉ ପାକିସ୍ତାନ କିନ୍ତୁ ତାର ମନ୍ଦ ଅଭ୍ୟାସ ଛାଡ଼ିବନି । କେତେବେଳେ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିବା ହେଉ ବା ଆତଙ୍କବାଦୀ ପଠାଇବା ହେଉ , ସବୁବେଳେ ଭାରତକୁ ଟାର୍ଗେଟ କରି ଚାଲିଛି। ପୁଣି ପାକିସ୍ତାନ ଆଉ ଏକ ଚକ୍ରାନ୍ତ ରଚିଛି । ଭାରତ-ପାକିସ୍ତାନ…

ବନବାସ ବେଳେ ଶବରୀଙ୍କ ଅଁଇଠା ଫଳ ଖାଇ ଦୁନିଆକୁ ଏହି ବାର୍ତ୍ତା ଦେଇଥିଲେ ଶ୍ରୀରାମଚନ୍ଦ୍ର

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପିତୃବଚନ ପାଳନ କରିବା ପାଇଁ ୧୪ ବର୍ଷ ଲାଗି ବନବାସ ଯାଇଥିଲେ। ଏହି ସମୟରେ ସେ ଜଣେ ଶବରୀଙ୍କୁ ସାକ୍ଷାତ କରିଥିଲେ। ଶବରୀଙ୍କ ପ୍ରକୃତ ନାମ ଥିଲା ଶ୍ରମଣା। ସେ ଭିଲ ସମୁଦାୟର ଥିଲେ। ଏଣୁ ତାଙ୍କ ବିବାହ ଜଣେ ଭିଲ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଶବର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରେ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର ବ୍ୟକ୍ତିମାନେ ସମସ୍ୟାଗ୍ରସ୍ତ ହେବେ ଏବଂ ସେମାନଙ୍କର ମାନସିକ ସ୍ଥିତି ଦୁର୍ବଳ ରହିବ। ପାରିବାରିକ ସମସ୍ୟା,ପରିବହନରେ ଝଗଡା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା…

ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ

ମିଶନ ଶକ୍ତି ନିର୍ଦ୍ଦେଶିକା ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ । ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ବର୍ଷ ବୟସରେ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ  ଜଣେ ବିଶିଷ୍ଟ…

ମାତ୍ର ୭ ସେବାୟତରେ ସମ୍ପନ୍ନ ହେବ ନୀତିକାନ୍ତି

ଭୁବନେଶ୍ୱର : ମାତ୍ର ୭ ଜଣ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ଶୀତଳଷଷ୍ଠୀରେ ସାଜସଜ୍ଜା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ବିନା ଜାକଜମକରେ ଦେବ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ । ମାତ୍ର ୭ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପନ୍ନ ହେବ ।…

କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କଲେ ଏହି ବିଧାୟକ !

ଭୁବନେଶ୍ବର : ଜଙ୍ଗଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ଜଙ୍ଗଲରେ ନିଜର ଜନ୍ମଦିନ ପାଳିଛନ୍ତି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ। ଆଉ ଜନ୍ମଦିନ ପାଳନରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ନେଇ ଅଭିଯୋଗ ଆସିଛି । ସାମାଜିକ ଦୂରତାକୁ ଫୁ କରି ମାସ୍କ ନପିନ୍ଧି କେକ କାଟି ଏବେ ଚର୍ଚ୍ଚାକୁ…

ବିସିସିଆଇ ନୁହଁ, କେନ୍ଦ୍ର ସରକାର ନେବେ ଆଇପିଏଲ୍ ନିଷ୍ପତ୍ତି

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଆଇସିସିର ବୋର୍ଡ ବୈଠକ ବସିବ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ରହିଛି । ତନ୍ମଧ୍ୟରୁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସଂପର୍କରେ ଆଲୋଚନା ହେବ । ଯାହା ଅନୁମାନ କରାଯାଉଛି ବିଶ୍ୱକପ୍‌କୁ ଘୁଞ୍ଚାଇ ଦିଆଯିବ । ଯଦି ବିଶ୍ୱକପ୍‌…