ମହଙ୍ଗା ପଡିଲା ଚୋରା ପିରତୀ, ଦଳରୁ ନିଲମ୍ବିତ ହେଲେ ଏହି ନେତା
ହରିଆଣା : ହରିଆଣା ବିଜେପି ପକ୍ଷରୁ ପ୍ରଦେଶ କମିଟିର ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ସୁଗାରଫେଡ୍ର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରପ୍ରକାଶ କଥୁରିଆଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ୱନ କରାଯାଇଛି । ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ରବିବାର ଏକ ଚିଠି ଜାରି କରି…