Odia News Portal
Monthly Archives

May 2020

ଆଜି ଆପଣଙ୍କ ରାଶି କ’ଣ କହୁଛି ଆସନ୍ତୁ ଜାଣିବା

ମେଷ: ଭାଗ୍ୟ ସହାୟକ ହେବ। ଉଚ୍ଚଅଧିକାରୀଙ୍କୁ ସମସ୍ୟା ଜଣାନ୍ତୁ, ସୁଫଳ ମିଳିବ। ବ୍ୟବସାୟରେ ଲାଭ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ମିଥୁନ: ପ୍ରିୟ ବନ୍ଧୁଙ୍କ ସହିତ…

ପ୍ରବାସୀ ଫେରିବା ନିୟମରେ ପରିବର୍ତ୍ତନ

ଚାରୋଟି ପର୍ଯ୍ୟାୟ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ମିଳିଛି ସଫଳତା । ଯଦିଓ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲଢେଇର ଶେଷ ଦୁଇ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି, ଗୋଷ୍ଠି ସଂକ୍ରମଣକୁ କିନ୍ତୁ ଚେକ୍‌ ଦେଇପାରିଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟରେ…

କାଲି ଚାଲିବନି ଅଟୋ ଓ ବସ

ଭୁବନେଶ୍ୱର () କାଲିଠୁ ଉଡିବ ବିମାନ, ଚାଲିବ ଆନ୍ତଃରାଜ୍ୟ ବସ, ଟ୍ୟାକ୍ସି, କ୍ୟାବ, ଅଟୋ । ସ୍ୱାଭାବିକ ହେବ ଜୀବନ ଯାତ୍ରା ଓ ଜୀବନଜୀବିକା । ରାଜ୍ୟ ରାଜ୍ୟ ମଧ୍ୟରେ ସହମତି ଭିତ୍ତିରେ ଚାଲିବ ବସ । ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମ ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀରେ…

ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ

ପୁରୀ() ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ସେ କହିଛନ୍ତି, ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଜଗନ୍ନାଥଙ୍କ ପାଇଁ ୫୦ ଜଣ,…

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ମହୁମାଛି ଦିବସ

ଭୁବନେଶ୍ୱର() ଆମେ ଖାଉଥିବା ଫଳ,ପନିପରିବା କିମ୍ବା ଶସ୍ୟଜାତ ଉଦ୍ଭିଦ ଲାଗାଇବା ପାଇଁ କେବଳ ଖରା, ମାଟି, ପାଣି ପବନ ଜରୁରି ନୁହେଁ । କିଛି କୀଟପତଙ୍ଗଙ୍କର ମଧ୍ୟ ବିଶେଷ ଭୂମିକା ରହିଛି । ପୃଥିବୀରେ କୃଷିକ୍ଷେକ୍ରରରେ ଏକ ବଡଭାଗ ଏହି କୀଟପତଙ୍ଗ ଉପରେ ନିର୍ଭର କରିଥାଏ । ଏଥିରେ ମହୁମାଛିଙ୍କ…

ପ୍ରବାସୀ ଦେବେ ଅଣ୍ଡରଟେକିଂ

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଏବେ ଦେଶରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ବିଦେଶ ଫେରନ୍ତାଙ୍କ ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସଡ଼କ, ଆକାଶ ଓ ଜଳପଥରେ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ନିୟମ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ସୁସ୍ଥ ହେଲେ ଆଉ ୫୩ ଆକ୍ରାନ୍ତ

ଭୁବନେଶ୍ୱର()ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଆଉ ୫୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମର ୩୦, ଯାଜପୁରର ୧୮, ଖୋର୍ଦ୍ଧାର ୩, କେନ୍ଦୁଝରର ୨ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଚିକିତ୍ସା ପରେ ମୋଟ ୫୫୦ ଜଣ ସୁସ୍ଥ…

ବଡ ପାଟିରେ ଗାୟତ୍ରୀ ମନ୍ତ୍ର ପଢିବା ଅନୁଚିତ, କାରଣ ଜାଣନ୍ତୁ

ଭୁବନେଶ୍ୱର() ଗାୟତ୍ରୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଗାୟତ୍ରୀ ମନ୍ତ୍ର ଜପ କରାଯାଇଥାଏ ି । ଗାୟତ୍ରୀ ମନ୍ତ୍ର ସର୍ବଶ୍ରେଷ୍ଠ ମନ୍ତ୍ର ମଧ୍ୟରୁ ଗୋଟିଏ । ଏହି ମନ୍ତ୍ର ଦିନକୁ ୩ଟି ସମୟରେ ଜପ କରାଯାଇପାରେ ଜ୍ଝ ଏହି ସମୟକୁ ସନ୍ଧ୍ୟାକାଳ କୁହାଯାଏ । ଗାୟତ୍ରୀ ମନ୍ତ୍ର – ଓଁ ଭୂର୍ଭୁଵଃ ସ୍ଵ…

କାଲିଠାରୁ ଗଡ଼ିବ ବସ ଓ ଟ୍ୟାକ୍ସି

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ । ୨୪ ଘଂଟିଆ ଅଟୋ ଓ କ୍ୟାବ ଚଳାଚଳକୁ ଅନୁମତି । ସିଟି ବସ ଚଳାଚଳ କରିବ । ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାଇପାରିବେ ।  ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ । ଯେତିକି ସିଟ ସେତିକି ଲୋକ…

୨୧ ଦିନ ବଦଳରେ ୧୪ ଦିନ

ଭୁବନେଶ୍ୱର() ରାଜ୍ୟରେ ବଦଳିଗଲା କ୍ୱାରେଣ୍ଟାଇନ୍ ନିୟମ । ଏଣିକି ୨୧ ଦିନିଆ ବଦଳରେ ମାତ୍ର ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ କରୋନା ସନ୍ଦିଗ୍ଧ ବା ବାହାର ଫେରନ୍ତା । ଲକ୍ଷଣ ନଥିଲେ ୭ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ଓ ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ଏନେଇ ଆୟୋଜିତ ଏକ…