ଭାରତର ଏହି ୩ଟି ଅଞ୍ଚଳକୁ ନିଜର କହିଲା ନେପାଳ
କାଠମାଣ୍ଡୁ : କରୋନା ସଂକଟରେ ସାରା ବିଶ୍ୱ ଘାଣ୍ଟି ହେଉଥିବା ବେଳେ ନେପାଳ ସରକାର ଏକ ନୂଆ ନକ୍ସା ଜାରି କରି ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦାବି କରିଛନ୍ତି । ଏମିତି କି ଏହାକୁ ଫେରାଇ ନେଇଯିବାକୁ ପ୍ରୟାସ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ନକ୍ସାରେ ଭାରତର ଲିପୁଲେଖ,…