Odia News Portal
Monthly Archives

May 2020

ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୯୭୮ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ସଫଳତାରେ କଳାଦାଗ ଵୋଳୁଛନ୍ତି କିଛି ଅମାନିଆ ଅଫିସର

ଭୁବନେଶ୍ୱର : କରୋନା ଭଳି ଆର୍ନ୍ତଜାତୀୟ ମହାମାରୀର ସଫଳ ମୁକାବିଲା କରି ରାଜ୍ୟ ସରକାର ଦେଶ ବିଦେଶରୁ ପ୍ରଶଂସା ସାଉଁଟୁଥିବାବେଳେ କିଛି ସରକାରୀ କର୍ମଚାରୀଙ୍କ ଯୋଗୁଁ ବିନା କାରଣରେ ବଦନାମ ହେବାରେ ଲାଗିଛନ୍ତି । ବିଡିଓଙ୍କ ଠାରୁ ଆରମ୍ଭ କରି ପୁଲିସ୍‍ ପର୍ଯ୍ୟନ୍ତ କିଛି ଅମାନିଆ କର୍ମଚାରୀଙ୍କ…

ପ୍ରଳୟଙ୍କରୀ ରୂପ ଧାରଣ କରି ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ୍

ଭୁବନେଶ୍ବର : ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫାନ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦…

ଏହି ଅଭିନେତାଙ୍କ ମା’ କରୋନା ପଜିଟିଭ୍

ମୁମ୍ବାଇ: ଦେଶରେ କରୋନା ଭାଇରସର ପ୍ରକୋପ ହୁ ହୁ ହୋଇ ବଢ଼ିବାକୁ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୬ ହଜାରରୁ ଅଧିକ ଲୋକ ଏହି ମାହାମାରୀରେ ସଂକ୍ରମିତ ହୋଇସାରିଥିବାବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏଥିରେ କିଛି ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ…

ପୁଣି କ୍ୱାରେଣ୍ଟିନ ସେଣ୍ଟର ଭିଡିଓ ଭାଇରାଲ

ପୁଣି କ୍ୱାରେଣ୍ଟିନ ସେଣ୍ଟର ଭିଡିଓ ଭାଇରାଲ । ଆନ୍ଧ୍ରପ୍ରଦେଶରୁ ଫେରିଥିବା ପ୍ରବାସୀ ଓଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କ୍ୱାରେଣ୍ଟିନ ସେଣ୍ଟର ଭିତରେ ଥାଇ କଲେ ଏଭଳି ଟିକଟକ ଭିଡିଓ। ସେଣ୍ଟର ଭିତରେ ଅମାନିଆ ଅନ୍ତେବାସୀ ମସ୍ତି କରି ଗୀତ ଗାଇବାର ଟିକଟକ ଭିଡିଓ ଭାଇରାଲ।…

ପ୍ରବାସୀ ଯାତ୍ରାବାହୀ ବସ୍ ଦୁର୍ଘଟଣାଗସ୍ତ

କଟକ : ପ୍ରବାସୀ ଯାତ୍ରାବାହୀ ବସ୍ ଦୁର୍ଘଟଣାଗସ୍ତ। କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ଟୋଲ ଗେଟ ନିକଟରେ ବସଟି ଛିଡା ହୋଇଥିବା ଏକ ଟ୍ରକ ପଛପଟକୁ ଧକ୍କା ଦେଇଛି। ଫଳରେ ୧୦ଜଣରୁ ଅଧିକ ପ୍ରବାସୀ ଓଡ଼ିଆ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କର ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ…

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ ଏହିସବୁ ଜିଲ୍ଲାରେ ରହିବ ଅମ୍ଫାନର ପ୍ରଭାବ…

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୁଦ୍ର ମଧ୍ୟରେ ଥିବାବେଳେ ଅମ୍ଫାନର ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିଲୋମିଟର ଓ ଏହାର ଉଚ୍ଚତା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି। ସେହିପରି ମହାବାତ୍ୟା ଅମ୍ଫାନର ପରିଧି ୧୨୦ କିଲୋମିଟର ପର୍ଯ୍ୟନ୍ତ…

ଆସନ୍ତା ୨୫ରେ ଭବାନୀ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ

ଭୁବନେଶ୍ବର()  ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତା ୨୫ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଭୁବନେଶ୍ବର ୟୁନିଟ-୯ ସ୍ଥିତ ଶହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ…

ସବୁ ସୀମା ଟିପିଗଲା ପୋଲିସର ଔଧତ୍ୟତା

କେନ୍ଦୁଝର : କେନ୍ଦୁଝରରେ ସତେ ଯେପରି ଏସ.ପି ନାମକୁ ମାତ୍ର। ତାଙ୍କ ଅଧିନସ୍ତ କର୍ମଚାରୀ ମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ ବି ସୁଧୁରୁ ନାହାନ୍ତି ଏ ମାନେ । ସତେ ଯେପରି ଏମାନେ ଏସପିଙ୍କୁ ଚାଲେଞ୍ଜ କରୁଛନ୍ତି । ପ୍ରଥମେ ଟାଉନ ଥାନାରେ ଜଣେ ନ୍ୟୁଜ୍ କ୍ୟାମେରା ମ୍ୟାନ କୁ ଦୁଃ…