Odia News Portal
Monthly Archives

May 2020

ଜଗତସିଂହପୁରରେ ଆଉ ୨୦ ପଜିଟିଭ

ଜଗତସିଂହପୁର() ରାଜ୍ୟରେ ଆଉ ୨୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ଜଗତସିଂହପୁରର ଓ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ଜଣାପଡ଼ିଛି । ୨୦ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ଜଗତସିଂହପୁରର…

ଲକଡାଉନ ୪.୦କୁ ନେଇ ଗାଇଡ଼ଲାଇନ, କ’ଣ ଖୋଲା ରହିବ ଆଉ କ’ଣ ବନ୍ଦ ରହିବ ଜାଣନ୍ତୁ …

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ଲକ ଡାଉନ ୪.୦ ଆରମ୍ଭ ହୋଇଛି । ତାଲାବନ୍ଦ ୪.୦ରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ଓଡ଼ିଶାରେ ଥିବା ସ୍ଥିତିକୁ ଭଲ ରଖିବା ଆମ ଦାୟିତ୍ୱ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି । ଏନେଇ ଗାଇଡ଼ ଲାଇନ…

ଜୁଲାଇ ୧ରୁ CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ : ଜୁଲାଇ ୧ରେ CBSE ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ୧ ଜୁଲାଇରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଦିନ ୧୦ଟା ୩୦ରୁ ୧.୩୦ ପର୍ଯ୍ୟନ୍ତ ହେବ ପରୀକ୍ଷା କରାଯିବ । କରୋନା ପାଇଁ ଅନିଶ୍ଚିତତା ମଧ୍ୟରେ ଥିଲା ପରୀକ୍ଷା । ମାସ୍କ ପିନ୍ଧି ଓ ସାନିଟାଇଜର ନେଇ ଆସିବେ ପରୀକ୍ଷାର୍ଥୀ…

ଏୟାରଟେଲ ପକ୍ଷରୁ ବ୍ୟବସାୟଗୁଡ଼ିକ ପାଇଁ ନୂଆ ୱାର୍କ ଆଟ୍ ହୋମ ସେବା

ଭୁବନେଶ୍ୱର : ଯେହେତୁ ବର୍ତମାନ ଘରୁ ରହି କାର୍ଯ୍ୟ କରିବା ଲକ୍ଷ ଲକ୍ଷ ଭାରତୀୟ ବୃତିଧାରୀଙ୍କ ପାଇଁ ଏକ ସ୍ୱାଭବିକ କାର୍ଯ୍ୟରେ ପରିଣତ ହୋଇଛି , ତେଣୁ ଏହି ଉଦ୍ୟୋଗଗୁଡ଼ିକ ପାଇଁ ଭାରତୀ ଏୟାରଟେଲର ବିଟୁବି –ଏୟାରଟେଲ ବିଜନେସ ପକ୍ଷରୁ ୱାର୍କ ଆଟ୍ ହୋମ ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ…

ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର() ଅମ୍ପାନ ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି । ସେପଟେ, ବାତ୍ୟାକୁ…

ଭୁବନେଶ୍ବର ହେଲା କରୋନା ମୁକ୍ତ

ଭୁବନେଶ୍ୱର() ରାଜ୍ୟରେ ୫୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ୫୭ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ର ୪୦, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବଲାଙ୍ଗିରରେ ୨, ସୁନ୍ଦରଗଡ଼…

ବାତ୍ୟା ଯୋଗୁଁ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର() ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚିଛି । ବାତ୍ୟା ଯୋଗୁଁ ଗୋଟିଏ ଦିନ ଖାତା ଦେଖା ଘୁଞ୍ଚାଯାଇଛି । ୨୦ମେ ବଦଳରେ ୨୧ ତାରିଖରେ ଖାତା ମୂଲ୍ୟାୟନ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । +୨ରେ ବାକି ପରୀକ୍ଷା ଜୁଲାଇ ୧ରୁ ୧୫ଭିତରେ ହେବ । ୪ଟି…

ଜାଣନ୍ତୁ କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରିନ୍ତି ଭାରତୀୟ ଯୁବକ …

ନୂଆଦିଲ୍ଲୀ() ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯିବତୀଙ୍କୁ ବିବାହ କରିବାକୁ ବେଶି ପସନ୍ଦ କରିଥାନ୍ତି । ଏହା ପଛରେ କାରଣ ମଧ୍ୟ ରହିଛି । ଭାରତର ଛାତ୍ରଛାତ୍ରୀମାନେ ପଡୋଶୀ ଦେଶ ଚାଇନାକୁ ଉଚ୍ଚଶିକ୍ଷା ପାଇଁ ଯାଇଥାନ୍ତି । ବିଶେଷଭାବେ ମେଡିକାଲ ଓ ଉଞ୍ଜିନିୟରିଂ…

ସମୁଦ୍ର ଭିତରେ ଅମ୍ଫନ ନେଲା ମହାବାତ୍ୟାର ରୂପ

ନୂଆଦିଲ୍ଲୀ() ସମୁଦ୍ର ଭିତରେ ଅମ୍ଫନ ମହାବାତ୍ୟାର ରୂପ ନେଇଛି । ସକାଳ ସାଢ଼େ ୧୧ଟାରେ ମହାବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ସମୁଦ୍ର ଭିତରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି । ଏହାସହ ଘଣ୍ଟାକୁ ୮କିଲୋମିଟର ବେଗରେ…

ଖୁବଶୀଘ୍ର ରାଜ୍ୟରେ ଗଡିବ ବସ୍

ଭୁବନେଶ୍ବର() ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ । ରାଜ୍ୟରେ ସାମାନ୍ୟ ହେବ ବସ ସେବା । ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି…