ମାତିଛନ୍ତି ଫେସବୁକ ହ୍ୟାକର, ଟାର୍ଗେଟରେ ପୁଲିସ, ସାମ୍ବାଦିକ ଓ ସରକାରୀ ଅଧିକାରୀ
ଭୁବନେଶ୍ୱର : ଆପଣଙ୍କ ଫେସବୁକ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ ! ଆପଣଙ୍କ ଆକାଉଂଟ ହ୍ୟାକ ହୋଇପାରେ । ସେଥିରେ ଥିବା ସମସ୍ତ ଡାଟା ସହ ଆପଣଙ୍କ ନାଁରେ ସାଙ୍ଗମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇପାରେ। ଲକଡାଉନ ସମୟରେ ଏଭଳି ଭାବେ ଶହଶହ ଫେସବୁକ ହ୍ୟାକ କରି ହ୍ୟାକରମାନେ…