Odia News Portal
Monthly Archives

May 2020

ମେ ୩୧ ପର୍ଯ୍ୟନ୍ତ ବଢିବ ଲକ୍-ଡାଉନ୍ !

ନୂଆଦିଲ୍ଲୀ() ସାରା ଦେଶରେ ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢିପାରେ । ଲକ୍-ଡାଉନ୍-୪ରେ ୧୪ ଦିନ ପାଇଁ ବନ୍ଦ ରହିବ ସାରା ଦେଶ । ଆଉ କିଛି ସମୟ ମଧ୍ୟରେ ଗାଇଡଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନରେ କିଛି ନିୟମ କୋହଳ କରାଯିବ । ଜାତୀୟ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ନୁହେଁ ବରଂ ୪

ଭୁବନେଶ୍ୱର() କରୋନାରେ ରାଜ୍ୟରେ ଆଜି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରାକର ଏହି ମୃତ୍ୟୁ ରିପୋର୍ଟକୁ ସଂଶୋଧିିତ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ନୁହେଁ ବରଂ ୪ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ଜଣଙ୍କ…

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଲା ବାତ୍ୟା ଅମ୍ଫାନ

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା…

ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ() ଆର୍ଥିକ ପ୍ୟାକେଜ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପଞ୍ଚମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶ ଆଜି ସଙ୍କଟ ସମୟ ଦେଇ ଗତି କରୁଛି । ଅର୍ଥିକ ସଙ୍କଟ ସତ୍ତେ୍ୱ ଆମକୁ ଆଗକୁ ବଢ଼ିବାକୁ ହେବ । ଆର୍ଥିକ ପ୍ୟାକେଜ ପଞ୍ଜମ କିସ୍ତିରେ ସ୍ୱାସ୍ଥ୍ୟ ବିଭାଗ…

ଭୀଷଣ ରୂପ ନେଇପାରେ ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ସକାଳୁ ବାତ୍ୟା ପାରାଦୀପ ଠାରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଅଛି ।…

ଏହି ସବୁ ଜିଲ୍ଲାର ନୂଆ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର()  ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା,…

ଜୁନ୍‌ ୩୦ତାରିଖ ଯାଏ ମାଗଣା ଚଲାଇ ହେବ ‘ମୋ ସାଇକେଲ’

ଭୁବନେଶ୍ବର : କରୋନା ପାଇଁ ବନ୍ଦ ଥିଲା । କିନ୍ତୁ ସୋମବାର ଠାରୁ ପୁଣି ‘ମୋ ସାଇକେଲ’ ରାସ୍ତାରେ ଗଡ଼ିବ । ତେବେ ଜୁନ୍‌ ୩୦ତାରିଖ ଯାଏ ଏହାକୁ ମାଗଣା ଚଲାଇ ହେବ । ରାଇଡ୍‌ର ପ୍ରଥମ ଅଧ ଘଣ୍ଟା ମାଗଣା । ଦିନକ ଭିତରେ ଯେତେ ଥର ଚାହିଁବେ ଏହାକୁ ବ୍ୟବହାର କରିପାରିବେ ବୋଲି କ୍ୟାପିଟାଲ ରିଜିଅନ…

ଖୁବ୍‌ଶୀଘ୍ର ରାଜ୍ୟରେ ଖୋଲିବ ମଦ ଦୋକାନ !

ଭୁବନେଶ୍ୱର : କରୋନା ଲକ୍‌ଡାଉନ କଟକଣାରୁ ଦୀର୍ଘଦିନ ହେବ ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୁବ୍‌ଶୀଘ୍ର ଖୋଲିପାରେ । ପରୋକ୍ଷରେ ସରକାରୀ ଭାବେ ଏମିତି ସୂଚନା ମିଳୁଛି । ରାଜ୍ୟର ୧୧ ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେୱେରୀ ୟୁନିଟ୍‌ ଚାଲୁ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି…

ଆସନ୍ତୁ ଜାଣିବା ବିବାହ ପରେ ପାର୍ଟନରଙ୍କୁ କେଉଁ ସବୁ କଥା କହିବା ଅନୁଚିତ

ବିବାହ ଏକ ଏଭଳି ସମ୍ପର୍କ ଯାହା ଉଭୟ ପୁରୁଷ ଓ ମହିଳାଙ୍କ ଜୀବନକୁ ବଦଳାଇ ଦେଇଥାଏ। ଯଦି ପାର୍ଟନର ଆପଣଙ୍କ ମନକୁ ବୁଝିଲେ ତେବେ ଜୀବନରେ କୌଣସି ସମସ୍ୟା ଦେଖାଦେଇନଥାଏ। କିନ୍ତୁ ଯଦି ସାଥୀ ଆପଣଙ୍କୁ ନ ବୁଝନ୍ତି ତେବେ ଜୀବନ ଦୁର୍ବିସହ ହୋଇପଡ଼େ। ଫଳରେ ବାରମ୍ବାର ଝଗଡ଼ା ହୁଏ ଓ କଥା ଡିଭୋର୍ସ ଯାଏଁ…

ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ହୋଇଛି । ପୂର୍ବରୁ ୩ ମୃତ୍ୟୁ ହୋଇଥିଲା ଆଜି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଗଞ୍ଜାମ…