Odia News Portal
Monthly Archives

May 2020

ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ, ଜୁନ ୧୩ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ କଟକଣା

ଯାଜପୁର : ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଜିଲ୍ଲାରେ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ ସଂଖ୍ୟା ପହଞ୍ଚିଛି ୧୨୧ରେ। ଚିହ୍ନଟ ହୋଇଥିବା ୩୧ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସରକାରୀ ସଂଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି। ତେବେ ଜିଲ୍ଲାର…

ଖଣ୍ଡପଡାରେ ସରପଂଚ ସୁଶାନ୍ତ ବେହେରାଙ୍କୁ ହତ୍ୟା

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଢୋଲମରା ପଞ୍ଚାୟତର ସରପଞ୍ଚ ସୁଶାନ୍ତ ବେହେରାଙ୍କୁ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୁଶାନ୍ତ ରାତି ପ୍ରାୟ ସାଢ଼େ ୧୦ଟା ବେଳେ କାମ ସାରି ପଞ୍ଚାୟତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ବାଟରେ କିଛି…

ସରକାରଙ୍କୁ ଘେରିଵାକୁ ଵିରୋଧିଙ୍କ ଉଦ୍ୟମ ଫେଲ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଫଳ କରୋନା ମୁକାବିଲା ପାଇଁ ରାଜ୍ୟରେ ଗୋଷ୍ଠି ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିଥିଲାବେଳେ କରୋନାକୁ ଢାଲ କରି ସରାକରଙ୍କୁ ଘେରିବାପାଇଁ ବିରୋଧିଦଳ ଚଳାଇଥିବା ଉଦ୍ୟମ ବି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉନାହିଁ । ପ୍ରବାସୀଙ୍କୁ ରେଳ ଟିକଟ ପଇସା ଦେବା ହେଉ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବୃଦ୍ଧି ଘଟିପାରେ। ସବୁକଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍‌ ହେବ। କୃତ୍ତିକା ନକ୍ଷତ୍ର କାମ ହାସଲ ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ପ୍ରଶାସନ ଓ ଆଇନ କ୍ଷେତ୍ରରେ ସମସ୍ୟା…

ପେଟ୍ରୋଲ୍‌ରେ ୬% ଓ ଡିଜେଲ୍‌ରେ ୨% ଭାଟ୍ ବୃଦ୍ଧି

ଭୁବନେଶ୍ୱର() ତୈଳ ଦର ଉପରେ ରାଜ୍ୟ ସରକାର ବଢାଇଲେ ଭାଟ୍ । ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଯଥାକ୍ରମେ ୬ ଓ ୨ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି ସରକାର । ଏହାଦ୍ୱରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା ୧୧ ପଇସା ଓ ଡିଜେଲ୍ ଦର ୧ଟଙ୍କା୦୩ ପଇସା ବୃଦ୍ଧି ପାଇବ । ପେଟ୍ରୋଲ୍ ଉପରେ ରାଜ୍ୟ…

ଆସନ୍ତୁ ଜାଣିବା କେମିତି ଏକାଥରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲିଂ

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଆଉ ଏକ ଖୁସି ଖବର। ଫେସ୍‌ବୁକ୍‌ ତରଫରୁ ହ୍ଵାଟ୍‌ଆପ୍‌ ୟୁଜରଙ୍କୁ ନୂଆ ତଥା ଦମ୍‌ଦାର ଫିଚର ଉପହାର ସ୍ୱରୂପ ଦିଆଯାଇଛି। ଏହି ଫିଚର ସହାୟତାରେ ୟୁଜରମାନେ ଭିଡିଓ କଲିଂ ବେଳେ ଅଧିକ ମଜା ଉଠାଇପାରିବେ। ନୂଆ ମେସେଞ୍ଜର ରୁମ୍‌ ସର୍ଭିସ (Messenger Rooms) ୟୁଜରଙ୍କ…

ମଲାଇକାଙ୍କୁ ଧୋକା ଦେଉଛନ୍ତି କି ଅର୍ଜୁନ୍‌ କପୁର !

ଅର୍ଜୁନ କପୁର ଓ ମଲାଇକା ଅରୋରା ଦୀର୍ଘ ଦିନ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ୍‌ ମଧ୍ୟରେ ଉଭୟେ ବିବାହ କରିନେଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଅସିଛି। ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଜୁନ୍‌ କପୁର ଏକ ଏଭଳି କାମ…

ନୂଆ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା-ରୁପା ମୂଲ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତ ଆଗରେ କୋରୋନା ମହାମାରୀ ସଙ୍କଟ ଦେଖାଦେଇଛି । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଏହାସହ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି…

ବାତ୍ୟାରେ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ବର() ବଙ୍ଗୋପସାରରେ ସୃଷି ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର…

ବିବାହ ବାର୍ଷିକୀରେ ଚାଲିଗଲା ଜୀବନ

ବାରଣାସୀ : ଅନେକ ସ୍ୱପ୍ନ ନେଇ ସେ ରାଜସ୍ଥାନ ଯାଇଥିଲେ। ସେଠାରେ କାମ କରି କିଛି ଅର୍ଥ ରୋଜଗାର କରି ବାପା ମାଆ ଓ ସ୍ତ୍ରୀକୁ ଖାଇବାକୁ ଦେବେ। ଆଉ ରହିବାକୁ ଗାଁରେ ଥିବା ଭଙ୍ଗା କୁଡ଼ିଆକୁ ପକ୍କା କରିବେ। କିନ୍ତୁ ସେହି ସ୍ୱପ୍ନ ରହିଗଲା ଅଧାରେ। ବିବାହ ବାର୍ଷିକୀରେ ଚାଲିଗଲା ଯୁବକଙ୍କ ଜୀବନ। ଏ…