ବାପୁଜୀନଗରରେ ୫୦ଟି ଦୋକାନ ଖୋଲିବାକୁ ଅନୁମତି
ଭୁବନେଶ୍ୱର: ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ । ବାପୁଜୀନଗରରେ ବ୍ୟବସାୟୀମାନେ ସାମାଜିକ ଦୂରତା ବଜାୟ ରଖୁନଥିବାରୁ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଥିଲା ବିଏମସି ।
କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିପାରିବେ ବୋଲି…