୧୬ରେ ନେଇପାରେ ସାଇକ୍ଲୋନିକ୍ ଷ୍ଟର୍ମର ଆକାର
ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବା ସମ୍ଭବନା ରହିଛି। ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ଲଘୁଚାପ । ୧୫ ତାରିଖରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ଏନେଇ…