ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୩ଜଣ ଗିରଫ
ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ଅଧିନ ବିଜାପୁର ଗ୍ରାମରେ ଜିଲ୍ଲା ବନ ବିଭାଗ ସୋମବାର ରାତିରେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୩ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଧନାଜୀ ରାଓସୋ ଙ୍କ ନିର୍ଦ୍ଦେଶ ଅନୁସାରେ…