କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଏହି ଅଭିନେତ୍ରୀ
ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ଅନେକ ବଲିଉଡ ତାରକା ସହାୟତାର ହାତ ବଢ଼ାଇଛନ୍ତି । ସଲମାନ ଖାନ, ଅକ୍ଷୟ କୁମାର, ଶାହାରୁଖ ଖାନଙ୍କ ଭଳି ଲୋକପ୍ରିୟ ଅଭିନେତା ନିଜ ନିଜର ସାମର୍ଥ୍ୟ ହିସାବରେ ଆର୍ଥିକ ରାଶି ଦାନ କରିଛନ୍ତି । ଏଥି ସହିତ ଏହି ଭାଇରସରେ ପ୍ରଭାବିତ ଲୋକଙ୍କୁ…