Odia News Portal
Monthly Archives

May 2020

ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗରକୁ ମାର୍କେଟକୁ ସିଲ୍ କରଛିି ବିଏମସି । ଦୋକାନୀମାନେ ଆଇନ ନମାନିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟବସାୟୀମାନେ ସାମାଜିକ ଦୂରତା ପାଳନ ନକରିବାରୁ ସିଲ୍ ହୋଇଥିବା ନେଇ ସୂଚନା ରହିଛି । ଜରୁରୀ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ…

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ()  ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ସନ୍ଦେଶ ଦେଇପାରନ୍ତି । ସମ୍ବୋଧନରେ ଳକଡାଉନ ନେଇ ଘୋଷଣା ହେବାର…

ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ

ଭଦ୍ରକ : ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ । ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଭଦ୍ରକରେ ପହଞ୍ଚିବାକୁ ଥିବାରୁ କର୍ଫ୍ୟୁ ଜାରି କରାଯାଇଛି । ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ରେଳ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କର୍ଫୁ ଲଗାଯାଇଛି । ଡଗରାସାହିରୁ ଗୁଣ୍ଠୁଣିଆ ବଜାର ଓ ରେଲେଓ୍ଵ ମାଲ…

୪ ଝିଅଙ୍କୁ ନେଇ ଏବେ ବେସାହାରା ରୀନା

ଗଞ୍ଜାମ: ବଡ ଝିଅକୁ ମାତ୍ର ୧୧ ବର୍ଷ । ତାକୁ ମିଶାଇ ୪ଟି ଝିଅ । ତେଲ ଲୁଣର ସଂସାର ସୁଖେ ଦୁଃଖ ଚାଲିଥିଲା । ହଠାତ୍ କୁଆଡୁ ମାଡିଆସିଲା କରୋନା ରୂପୀ କଳା ବାଦଲ ଆଉ ଅନ୍ଧାର କରି ଚାଲିଗଲା ଏଇ ପରିବାରକୁ ।  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ରୀନା ବେହେରା। ଯାହାଙ୍କ…

ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍

ଭୁବନେଶ୍ୱର() ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍ । କଟକରୁ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିବ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ୍ ଗଡ଼ିବ । ଗୋଟିଏ ବସ୍ ଚାଲିବ ଓ ବସ୍ ଭଡ଼ା ୩୦ଟଙ୍କା ନିଆଯିବ ବୋଲି ସୁଚନା ମିଳିଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି…

କାହିଁକି ହୋଇଥାଏ ପୁନର୍ଜନ୍ମ!

ଜନ୍ମ ପରେ ମୃତ୍ୟୁ ସତ୍ୟ ଏକଥା ସମସ୍ତେ ଜାଣନ୍ତି ଓ ଆଖିରେ ଦେଖନ୍ତି ମଧ୍ୟ କିନ୍ତୁ ମୃତ୍ୟୁ ପରେ ଜୀବ ଜନ୍ମଗ୍ରହଣ କରେ , ଏକଥା ବହୁଲୋକ ବିଶ୍ଵାସ କରନ୍ତି ନାହିଁ। କାରଣ ଯେଉଁ ଦେହଟା ସହିତ ସମସ୍ତେ ସମ୍ପର୍କ ରଖି ସଂସାରରେ ଚଳପ୍ରଚଳ ହେଉଥାନ୍ତି , ସେହି ଦେହଟାକୁ ମଲାପରେ ପୋତି ପକାନ୍ତି ବା…

୪୬ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର()   ୪୬ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । କାଲିଠାରୁ ଏଯାଏଁ ୪୬ ଆକ୍ରାନ୍ତଙ୍କ ତଥ୍ୟ ଦେିଛନ୍ତି ସରକାର । ତେବେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩୮ ଆକ୍ରାନ୍ତ ହେଉଛନ୍ତି ସୁରତ ଫେରନ୍ତା । ସେହିଭଳି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରେ ୪୨ ସଂକ୍ରମିତ…

ପୁଣି ସମୁଦ୍ର ପଥରେ ଫେରିଲେ ପ୍ରବାସୀ

ପୁରୀ : ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୨୨୯୩କୁ ବୃଦ୍ଧି

ନୂଆଦିଲ୍ଲୀ() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଆମ ଦେଶରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇାବରେ ଲାଗିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୨୨୯୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ୭୫୬ ଥିବା ବେଳେ ସେମାନଙ୍କ…

ଆଉ ୨୩ ଆକ୍ରାନ୍ତ ଚିହ୍ନଟ,ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭…