Odia News Portal
Monthly Archives

May 2020

ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪…

କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର  : କେନ୍ଦ୍ର ସରକାରଙ୍କ କରୋନା ରୋଗୀଙ୍କ ଡିସଚାର୍ଜ ନୀତିରେ ସାମାନ୍ୟ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ଅପରହ୍ନରେ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ…

ଆସନ୍ତୁ ଜାଣିବା, ସ୍ୱତନ୍ତ୍ର ଟ୍ରେନଯାତ୍ରୀଙ୍କ ପାଇଁ କ’ଣ ରହିଛି ଗାଇଡଲାଇନ୍‌

ଆସନ୍ତାକାଲି ଠାରୁ ରେଲ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସ୍ପେଶାଲ ଟ୍ରେନ ଗଡିବ ସେଥିରେ ରାଜଧାନୀ ଏକ୍ସପ୍ରେସ ସମକକ୍ଷର ପାରିଶ୍ରମିକ ଲାଗିବ। ଏଥିରେ ଲୋକମାନେ ୭ଦିନ ପର୍ଯ୍ୟନ୍ତ ଆଡଭାନ୍ସ ଟିକେଟ କାଟିପାରିବେ। ଏଥିରେ କେବଳ ଟିକେଟ କନଫର୍ମ ହୋଇଥିବା ଲୋକମାନେ ଯାତ୍ରା କରିବାର ଅନୁମତି ରହିଛି।…

ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରସର

ପୁରୀ : ସମୁଦାୟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି…

ବଲିଉଡ୍‌ରେ ଫିଲ୍ମ ପାଇବାକୁ ହେଲେ କରିବାକୁ ହୁଏ ଶରୀର ସଉଦା, ଖୁଲାସା କଲେ ଏହି ଅଭିନେତ୍ରୀ

ହଲିଉଡ୍‌ରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ଏବେ ସବୁଠି ମି-ଠୁକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଛି ଦିନ ଧରି ଥମିଯାଇଥିବା ଏହି ଟ୍ରେଣ୍ଡ ଏବେ ଆଉ ଥରେ ମୁଣ୍ଡ ଟେକିଛି। ନିକଟରେ ଆଉ ଜଣେ ହିରୋଇନ୍‌ କାଷ୍ଟିଂ କାଉଚ୍‌କୁ ନେଇ ଖୁଲାସା କରିଛନ୍ତି। ନିଜ ବୋଲ୍ଡ ଅନ୍ଦାଜ୍‌ ଯୋଗୁ ଚର୍ଚ୍ଚାରେ…

ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ‘ଭରସା’ ଲୋକାର୍ପିତ

ଭୁବନେଶ୍ୱର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ହେଲପ୍‌ଲାଇନ୍‌ ‘ଭରସା’କୁ ଆଜି…

ସରକାରଙ୍କୁ ନିବେଦନ ଓଡିଆ ଗରିବମାନଙ୍କୁ ବଂଚାନ୍ତୁ

ଭୁବନେଶ୍ୱର() ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ…

୩ ଦିନ ଯାଏଁ ଘଡଘଡି ସହ ବର୍ଷା

ଭୁବନେଶ୍ୱର() ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଅଧିକ ରହିବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଆଦି…

ଖାତାଦେଖା ପାଇଁ ଅଧିକ ୬ହଜାର ଶିକ୍ଷକ ନିଯୁକ୍ତ

କଟକ() ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି । ଅଧିକ ସଂଖ୍ୟକ ଶିକ୍ଷକ ମାଟ୍ରିକ ଖାତା ଦେଖିବେ । ଖାତାଦେଖା ପାଇଁ ଅଧିକ ୬ହଜାର ଶିକ୍ଷକ ନିଯୁକ୍ତ…

ଓଡିଶାରେ ଇସ୍ପାତ କ୍ଲଷ୍ଟରର ଅଗ୍ରଗତି ନେଇ ଧର୍ମେନ୍ଦ୍ରଙ୍କ ସମୀକ୍ଷା

ଭୁବନେଶ୍ୱର() ଦେଶର ପ୍ରଥମ ଇସ୍ପାତ କ୍ଲଷ୍ଟର କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ପାଇଁ ଚୂଡାନ୍ତ ହୋଇଥିବାବେଳେ ଏହି ମେଗା ପ୍ରକଳ୍ପ ପାଇଁ ଆବଶ୍ୟକ ଜରୁରୀ ଭିତ୍ତିଭୂମି ସୃଷ୍ଟିରେ ସହାୟତା ଲାଗି କେନ୍ଦ୍ର ସରକାର ରାଜ୍ୟକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ…