Odia News Portal
Monthly Archives

May 2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଉଚ୍ଚସ୍ଥ ରବି ପ୍ରଭାବରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ବନ୍ଧୁ ଗହଣରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ…

ସଲମାନ୍ ଖାନଙ୍କ ନୂଆ ଗୀତ ‘ତେରେ ବିନା’ର ଟିଜର ରିଲିଜ

ନୂଆଦିଲ୍ଲୀ : ନିଜ ଗୀତ ‘ପ୍ୟାର କରୋନା’ର ରିଲିଜ ପରେ ସୁପରଷ୍ଟାର ସଲମାନ୍ ଖାନ୍ ନିକଟରେ ନିଜ ଆଗାମୀ ମ୍ୟୁଜିତ୍ ଭିଡିଓ ‘ତେରେ ବିନା’ର ଘୋଷଣା କରିଛନ୍ତି । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ଥିଲା କାରଣ ସେ ପୂର୍ବରୁ ନିଜ ଗୀତ ପରେ ଆଉ ୨ଟି ଗୀତ ରିଲିଜ କରିବା ପାଇଂ କଥା…

ମାତୃ ଦିବସରେ ରାମାୟଣ’ର ରାମ ଦେଲେ ଏମିତି ବାର୍ତ୍ତା

ନୂଆଦିଲ୍ଲୀ : ଆଜି ସାରା ବିଶ୍ୱ ମଦର୍ସ ଡେ ପାଳନ କରୁଛି । ସମସ୍ତେ ନିଜ ନିଜ ଅନ୍ଦାଜରେ ନିଜ ମାଙ୍କ ପ୍ରତି ସ୍ନେହ ଜଣାଇବା ସହିତ ମାଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି । ଏହା ମଧ୍ୟରେ ଟିଭି ସିରିଏଲ’ରାମାୟଣ’ରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଆକ୍ଟର ଅରୁଣ ଗୋବିଲ ଏହି ଖାସ୍ ଅବସସରେ…

ଧୋନିଙ୍କ ନୂଆ ଲୁକ୍ସ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍ସଙ୍କୁ ଦୀର୍ଘ ଦିନ ପରେ ତାଙ୍କର ଫଟୋ ଦେଖିବାକୁ ମିଳିଥିଲା। କିନ୍ତୁ ଧୋନିଙ୍କ ନୂଆ ଲୁକ୍ସ ଦେଖି ତାଙ୍କର ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଧୋନିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ…

ବୋଲଡ ସିନ୍ ପାଇଁ ଦିନେ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ଏବେ ଗଲେ କୁଆଡ଼େ ?

ଟିଭିରେ ନିକଟରେ ଏକ ଚ୍ୟାନେଲରେ ଭୂତ ଫିଲ୍ମ ବିରାନାର ପ୍ରସାରଣ ହୋଇଛି। ଫିଲ୍ମରୁ ଅଧିକ ଚର୍ଚ୍ଚା ଏହାର ହିରୋଇନକୁ ନେଇ ହୋଇଛି। କାରଣ ଏହି ଫିଲ୍ମର ହିରୋଇନ ରାତାରାତି କୁଆଡେ ଗାଏବ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଫ୍ୟାନମାନେ ଏହି ହିରୋଇନଙ୍କ ବିଷୟରେ ଜାଣିବାକୁ ଚାହିଁଛନ୍ତି। ଫିଲ୍ମରେ ଭୂତ…

ରାସନ କାର୍ଡଧାରୀଙ୍କ ପାଇଁ ଖୁସିଖବର

ନୂଆଦିଲ୍ଲୀ : ଏବେ ଦେଶରେ “ଏକ ରାଷ୍ଟ୍ର ଏକ ରାସନ କାର୍ଡ” ନିୟମ ଲାଗୁ ହୋଇଛି। ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସମସ୍ତଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଏହି ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁସାରେ ଏବେ ଗୋଟିଏ ରାସନ କାର୍ଡ ବ୍ୟବହାର କରି ଉପଭୋକ୍ତା ଦେଶର ଯେକୌଣସି…

ଅଣ୍ଡାରୁ ଫୁଟି ବାହାରୁଛନ୍ତି ହଜାର ହଜାର ଅଲିଭ ରିଡଲେ କଇଁଛ ଛୁଆ

ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ଏବେ ଲାଗିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ କଇଁଛମାନେ ଅଣ୍ଡା ଫୁଟାଇ ବାହାରିବା ପରେ ସମୁଦ୍ର ମୁହାଁ ହେଉଛନ୍ତି । ପୂର୍ବରୁ ମା’ କଇଁଛ ଦରିଆ ପାର କରି ହଜାର ହଜାର କିଲୋମିଟର ଦୂରରୁ ଛୁଟି ଆସିଥିଲେ ଏଠାକୁ ଅଣ୍ଡା ଦେବା…

ସଙ୍ଗରୋଧରେ ରହିବେ ସେବାୟତ

ପୁରୀ : ଜୁନ୍‌ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ପ୍ରଶାସନିକ ଶୁଙ୍ଖଳା ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତ ସେବାୟତ ରବିବାର ଦିନଠୁ ସଙ୍ଗରୋଧରେ ରହିବେ। ୩ଟି ଭକ୍ତ…

ଶିଳ୍ପାଙ୍କର ଆଉ ଏକ ମଜାଦାର ଟିକ୍‌ଟକ୍‌ ଭିଡିଓ ଖୁବ୍‌ ଭାଇରାଲ

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏଣୁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ବେଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍‌ ଅଛନ୍ତି। ସେ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ କେତେକ…

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମରେ ୭ , ବୌଦ୍ଧରେ ୩, ଯାଜପୁରରେ ଜଣେ, ଅନୁଗୁଳରେ ୨ ଓ ପୁରୀରେ ୨ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ…