ବାଲୁକାଶିଳ୍ପୀ ସୁଦର୍ଶନଙ୍କ ‘ମା ତୁଝେ ସଲାମ’ ବାର୍ତ୍ତା
ପୁରୀ : ମେ ମାସର ଦ୍ବିତୀୟ ରବିବାରକୁ ସାରା ଭାରତବାସୀ ମାତୃ ଦିବସ ଭାବେ ପାଳନ କରିଥାନ୍ତି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ଚଳିତ ବର୍ଷ ମାତୃ ଦିବସରେ ଏକ ଭିନ୍ନ ଧରଣର ବାର୍ତ୍ତା…