Odia News Portal
Monthly Archives

May 2020

ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର, ପୋଲିସ୍‌ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି…

କରୋନା ଲଢେଇରେ ସାମିଲ୍‌ ହେଲେ ମହାରଥୀଙ୍କ ଜ୍ୱାଇଁ

ଭୁବନେଶ୍ୱର : କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ତଥା ପ୍ରଦୀପ ମହାରଥୀଙ୍କ ଜ୍ୱାଇଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ସେ…

ସରପଞ୍ଚ ସାଜିଲେ ରାତ୍ରି ଜଗୁଆଳି

ଜୟପୁର : କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ଫୋକସରେ ଏବେ ପଞ୍ଚାୟତ । ପୂର୍ବରୁ ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଥିଲେ। କାରଣ ତୃଣମୂଳ ସ୍ତରରେ ଏବେ ସେମାନେ ପକ୍ରୃତ କରୋନା ଯୋଦ୍ଧା । ଏଣୁ ନିଜ ନିଜ ପଞ୍ଚାୟତରେ ଗୁରୁ ଦାୟିତ୍ୱ ତୁଲାଉଛନ୍ତି ସରପଞ୍ଚମାନେ। ଏବେ ଗାଁରେ…

ଅଭିନେତ୍ରୀ ସୋନାକ୍ଷୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆରମ୍ଭ କଲେ ଏହି ଅଭିଯାନ

କରୋନା ଭାଇରସ ଲଢେଇରେ ସମଗ୍ର ଭାରତବାସୀ ସାମିଲ ହୋଇଛନ୍ତି। ଖାସ୍‌କରି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ। ଅକ୍ଷୟ କୁମାର ଠାରୁ ଆରମ୍ଭ କରି ସଲମାନ ଖାନ, ବିଗ ବିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଲଢେଇରେ ସାମିଲ। ଏବେ ଏହି ଲଢେଇରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ…

ଘଡିସନ୍ଧି ମୁହୂର୍ତରେ ଓଡିଆମାନେ ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ

ନୂଆଦିଲ୍ଲୀ () ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ । ବର୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି…

ପାକିସ୍ତାନ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ୍

ପାକିସ୍ତାନରେ ହିନ୍ଦୁଙ୍କୁ ପ୍ରାଥମିକତା ମିଳୁନଥିବା ବେଳେ ଜଣେ ହିନ୍ଦୁ ଯୁବକ ନିଜ ପ୍ରଚେଷ୍ଟା ବଳରେ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି। ରାହୁଲ ଦେବ ନାମକ ଜଣେ ହିନ୍ଦୁ ଯୁବକ ପାକିସ୍ତାନର ଜେନେରାଲ ଡ୍ୟୁଟି ପାଇଲଟ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ରାହୁଲ ଦେବ ହେଉଛନ୍ତି ପ୍ରଥମ ହିନ୍ଦୁ…

ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା

ଭୁବନେଶ୍ବର : ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା । ଟଙ୍କା ଦେବା ପାଇଁ ବ୍ୟାଙ୍କ କର୍ମଚାରୀ ମେସିନ୍‌ ଧରି ପହଞ୍ଚୁଛନ୍ତି ଗାଁରେ । ସହରକୁ ଟଙ୍କା ପାଇଁ ଯାଇପାରୁନଥିବା ଗାଁଲୋକ ହାତ ପାହାନ୍ତାରେ ସେବା ପାଇପାରୁଛନ୍ତି । କିଏ ଗ୍ୟାସ୍‌ ସବସିଡ଼ି ଟଙ୍କା ନେଉଛି ତ, ଆଉ କାହାକୁ ଗରିବ କଲ୍ୟାଣ…

ସରକାରଙ୍କ ଚେତାବନୀ ପରେ ମଧ୍ୟ ଡାଉନଲୋଡ କରିଛନ୍ତି ୧୩.୧ କୋଟି ଲୋକ

ଭିଡିଓ କନଫରେନ୍ସିଂ ଆପ ଜୁମ୍‌ ଲକଡାଉନ ସମୟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍‌। ଦୁନିଆର ସମସ୍ତ ଦେଶର ସ୍କୁଲର କ୍ଲାସ ଜୁମ୍‌ ଆପ୍‌ ଜରିଆରେ କରାଯାଉଛି। କିନ୍ତୁ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଛି। ଜୁମ୍‌ ଭିଡିଓ କଲିଂ ଆପକୁ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ କରାଯାଇଛି। ଜୁମ…

ମିଶନ ଶକ୍ତି ମା ଭଉଣୀଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ

ଭୁବନେଶ୍ୱର () ରାଜ୍ୟର ଗ୍ରାମାଞ୍ଚଳରେ ନିଜ ଜୀବନକୁ ବାଜି ଲଗେଇ କରୋନା ସହ ଲଢୁଥିବା ଲକ୍ଷଲକ୍ଷ ମା ଭଉଣୀ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ ଦୁଇ ମାସ…

ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି

ଭୁବନେଶ୍ୱର()କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ଲଢ଼େଇର ଏହି ପର୍ଯ୍ୟାୟରେ ବହୁ ଓଡ଼ିଆ ବାହାରୁ ଫେରୁଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରବାସୀ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୦କୋଟି ଅଛି । ଏମାନଙ୍କ ମଧ୍ୟରୁ ୯୨% ଅଣସଂଗଠିତ…