Odia News Portal
Monthly Archives

May 2020

ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ।ତେବେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ହୋଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ତାଲିମ, ଦେଖନ୍ତୁ…

ପୁରୀ() ପୁରୀରେ ଦ୍ୱିତୀୟ ଦିନରେ ଚାଲିଛି ରଥ ନିର୍ମାଣ । ଚଳଚଂଚଳ ହୋଇପଡ଼ିଛି ରଥଖଳା । ଅନ୍ୟପଟେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଦିଆଯାଉଛି ତାଲିମ ।…

ରାଜ୍ୟର ଆଉ ଏକ ଜିଲ୍ଲାକୁ ପହଞ୍ଚିଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ନୟାଗଡ଼ର । ସମ୍ପୃକ୍ତ ୪୦ବର୍ଷୀୟ ବ୍ୟକ୍ତି ସୁରତରୁ ଫେରି ସଙ୍ଗରୋଧରେ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ

ରାୟପୁର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଅସୁସ୍ଥ। ହଠାତ ତାଙ୍କୁ ଆଜି ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେବାପରେ ରାୟପୁରର ଏକ ହସ୍ପିଟାଲାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କୁ ଆର୍ଡିଆଟିକ୍ ଆରେଷ୍ଟ ହୋଇଛି। ସ୍ଥିତି…

ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ, ୩ଗୁରୁତର

ଭଦ୍ରକ : ଚାଉଳ ଧରି ଘରକୁ ଫେରିବା ବେଳେ ଓଲଟିଲା ଡାଲା ଅଟୋ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଆଣିବା ପାଇଁ ଯାଇଥିଲେ । କିନ୍ତୁ ଚାଉଳ ଆଣି ଫେରୁଥିବା ବେଳେ ଡାଲା ଅଟୋଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଥିଲା । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ…

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ତେବେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ଆଜି ମଧ୍ୟ ଜୀବିତ ଅଛନ୍ତି ଭଗବାନ ପର୍ଶୁରାମ , କେଉଁଠି କେଉଁ ରୂପରେ ଜାଣନ୍ତୁ

ଭୁବନେଶ୍ୱର() ହିନ୍ଦୁ ଧର୍ମ ଅନୁଯାୟୀ ପର୍ଶୁରାମ ଭଗବାନ ବିଷ୍ଣୁଙ୍କ ସଂସ୍ଥା ଅବତାର । ସେ ତ୍ରେତେୟା ଯୁଗରେ ଜଣେ ବ୍ରାହ୍ମଣ ଋଷିଙ୍କ ଘରେ ଜନ୍ମ ହୋଇଥିଲେ । ପୌରାଣିକ ତଥ୍ୟ ଅନୁଯାୟୀ, ମହର୍ଷି ଯମଦଗ୍ନିଙ୍କ ଦ୍ୱାରା ସମ୍ପର୍ଣ୍ଣ ପୁତ୍ରୋଷ୍ଟି ଯଜ୍ଞରୁ ପ୍ରସନ୍ନ ହୋଇ ଦେବରାଜ ଇନ୍ଦ୍ରଙ୍କ ବରଦାନ…

କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ପାଇଁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ() କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । - ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ -…

ମେ ୨୦ରୁ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର() ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ମେ ୧୯ ସୁଦ୍ଧା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଞ୍ଚିବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ । ଆଜି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏହିପରି ନିଷ୍ପତ୍ତି…

୭ ଭାରତୀୟ ନିଜ ପରିବାର ପାଇଁ ଛାଡିଯାଇଛନ୍ତି ପର୍ଯ୍ୟପ୍ତ ସମ୍ପତି, ଜାଣନ୍ତୁ ସମ୍ପତିର ମୂଲ୍ୟ

ଭୁବନେଶ୍ୱର() ୭ ନାମିଦାମି ଭାରତୀୟ ଯେଉଁମାନେ ନିଜ ମୁତ୍ୟୁ ପରେ ବି ଅମର ହୋଇ ରହିଛନ୍ତି । ଆଜି ଆସନ୍ତୁ ଜାଣିବା ନିଜ ପରିବାର ପାଇଁ ଏମାନେ ଛାଡି ଯାଇଛନ୍ତି କେତେ ସମ୍ପତି । ଇରଫାନ ଖାନ: ବଲିଉଡ୍ ଅଭିନେତା ଇରଫାନ ଖାନଙ୍କର ୫୩ ବର୍ଷ ବୟସରେ ମୁମ୍ୱାଇର ଏକ ହସ୍ପିଟାଲରେ  ମୃତ୍ୟୁ…