Odia News Portal
Monthly Archives

May 2020

୫ ନୂଆ କରୋନା ଆକ୍ରାନ୍ତ ପଟ୍ଟାମୁଣ୍ଡାଇ ଅଂଚଳର, ସୁରତରୁ ଫେରିଥିଲେ : ଜିଲ୍ଲାପାଳ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତ ଗୁଜୁରାଟରୁ ସୁରତରୁ ଫେରିଥିଲେ । ଏହି ଆକ୍ରାନ୍ତମାନେ ଗତ ୩ ତାରିଖରେ ୫୩ ଜଣ ସହଯାତ୍ରୀଙ୍କ ସହ ଏକ ବସରେ ଫେରିଥିଲେ । କେନ୍ଦ୍ରାପଡ଼ା ଜିଳ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,…

ପୁଣି ଅଘଟଣ, ଟ୍ରେନ ମାଡିଯାଇ ୧୫ ଶ୍ରମିକ ମୃତ

ମୁମ୍ବାଇ () ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯାଇ ୧୫ ଶ୍ରମିକ ମୃତ । ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ୍ । କର୍ମାଡ ଷ୍ଟେସନ ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଛତିଶଗଡକୁ ଫେରୁଥିଲେ ପ୍ରବାସୀ ଶ୍ରମିକ । ସକାଳ ସାଢେ ୬ଟାରେ ଘଟିଛି ଦୁର୍ଘଟଣା ।

୩୭ ବର୍ଷିୟ ସମ୍ରାଟ ହୀରାମନଙ୍କ ମୃତ୍ୟୁ

କୋଟି କୋଟି ଟଙ୍କାର ସୁନା ଗହଣା ପିନ୍ଧୁଥିବା ଗୋଲ୍ଡ ମ୍ୟାନ ରୂପେ ପ୍ରସିଦ୍ଧ ସମ୍ରାଟଙ୍କ ଦିସନ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ସମ୍ରାଟ ନିଜ ଶରୀରରେ ୮ ରୁ ୧୦ କିଲୋ ସୁନା ଗହଣା ପିନ୍ଧୁଥିଲେ। ରିପୋର୍ଟ ଅନୁଯାୟୀ ପୁଣେର ସଂଗମବାଡି ଅଞ୍ଚଳରେ ରହୁଥିବା ସମ୍ରାଟ ମୋଝେ ନିଜ ଶରୀରରେ ପ୍ରତ୍ୟେକ…

ବନ୍ଦେ ଭାରତ ମିଶନରେ ଘର ବାହୁଡା ହେଲେ ୧୮୧ ଯାତ୍ରୀ

ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟରେ ଫେରିଲେ ଭାରତୀୟ। ପ୍ରଥମ ବିମାନ କେରଳର କାଲିକଟରେ ଅବତରଣ କରିଛି। ଦୁବାଇରୁ ଭାରତୀୟଙ୍କୁ ଆଣି କାଲିକଟରେ ପହଞ୍ଚିଛି ପ୍ରଥମ ବିମାନ। ଗତକାଲି ବିଳମ୍ବିତ ରାତିରେ ଦୁବାଇରୁ ୧୮୧ ଜଣ ଭାରତୀୟ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ନବଜାତ ରହିଛନ୍ତି। ବନ୍ଦେ…

ଲୁଗା ଓ କପଡ଼ା ବ୍ୟବସାୟୀଙ୍କ ଭେଳା ବୁଡ଼ାଇଲାଣି କଟକଣା

ଭୁବନେଶ୍ୱର : କରୋନା କଟକଣା ଏବେ ରାଜ୍ୟର ଅନେକ ଲୁଗା ଓ କପଡା ବ୍ୟବସାୟୀଙ୍କ ଭେଳା ବୁଡାଇଲାଣି । ଏମାନଙ୍କ ବେପାର ବୁଡିବା ସହିତ ସେହିସବୁ ଦୋକାନ ଓ ଶିଳ୍ପରେ କାର୍ଯ୍ୟ କରୁଥିବା ହଜାର ହଜାର ଲୋକ ବେକାର ହେବାକୁ ବସିଲେଣି । ଲୁଗାପଟା ଆଦି ପୋଷାକ ସାମଗ୍ରୀ ଅତ୍ୟାବଶ୍ୟକ ହୋଇନଥିବାରୁ ସେହିସବୁ…

ରାଜ୍ୟରେ ଆଉ ୨୬ କରୋନା ପଜିଟିଭ, ସଂଖ୍ୟା ୨୪୫କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରୁ ୨୪୫କୁ ବୃଦ୍ଧି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ଗତକାଲି ରାଜ୍ୟରେ ୩୪ଜଣ କରୋନା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଗ୍ରହସ୍ଥିତି ଆପଣଙ୍କ ପାଇଁ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହେବା ସଙ୍ଗକୁ ସତ୍‌ସଙ୍ଗ ମଧ୍ୟ କରିପାରିବେ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ।…

ଖାକିରେ ଲାଗିଲେ କଳଙ୍କର ଛିଟା

ଭୁବନେଶ୍ବର : ଖାକିରେ ଲାଗିଲେ କଳଙ୍କର ଛିଟା । କ୍ୟାପିଟାଲ ଥାନାର କାର୍ଯ୍ୟରତ ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ବିବାହାର ପ୍ରଲୋଭନ ଦେଖାଇ ଏଏସଆଇ  ଜଣକ ଜଣେ  ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ମହିଳା ଥାନାରେ ଯୁବତୀ ଜଣକ ଏଏସଆଇଙ୍କ ନାମରେ ଏତଲା ମଧ୍ୟ ଦାୟର…

ଏମାନେ ବି କରୋନା ଯୋଦ୍ଧା

ଭୁବନେଶ୍ବର : ବର୍ତମାନ ସମୟରେ କରୋନା ପରି ଏକ ବିଶ୍ଵ ମହାମାରୀ ଦ୍ଵାରା ସମଗ୍ର ବିଶ୍ଵର ମାନବ ଜାତି ବିଶେଷ ଭାବେ ପ୍ରଭାବିତ ଅଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ଗତ ମାର୍ଚ ୨୨ରିଖରେ ତାଲାବନ୍ଦ ଘୋଷଣା ହେଲା ପରେ ଛୋଟ ବଡ ହୋଟେଲ ଓ ଜଳଖିଆ ଦୋକାନ ସମୂହ ବନ୍ଦ ହେବା ଦ୍ଵାରା…

ଖବରକାଗଜ ବିତରକଙ୍କୁ ବୀମାଭୁକ୍ତ କରାଯାଉ

ପୁରୀ : ଲକ୍ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥୁବା ଖବରକାଗଜ ବିତରକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି । ଉଠାଦୋକାନୀ, ନିର୍ମାଣ ଶ୍ରମିକ ଏବଂ ରେସନକାର୍ଡଧାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥିଲେ ମଧ୍ୟ ଖବରକାଗଜ ବିତରକଙ୍କୁ ଏପର୍ଯ୍ୟନ୍ତ କୌଣସି…