Odia News Portal
Monthly Archives

May 2020

‘ଯାଦୁ’କୁ ମନେପକାଇ ଲେଖିଲେ ଏମିତି କିଛି ହ୍ରିତିକଙ୍କ ମା

ବର୍ତ୍ତମାନ ଲକଡାଉନ ଜାରି ରହିଥିବାରୁ ସୋସିଆଲ ମିଡିଆରେ କଳାକାରମାନେ ଖୁବ ଆକ୍ଟିଭ ରହୁଛନ୍ତି। ଏଭଳି ସମୟରେ ଷ୍ଟାର୍ସମାନେ କେବଳ ନିଜ ଫ୍ୟାନ୍ସମାନଙ୍କର ନୁହଁନ୍ତି ବରଂ ନିଜର ସୌକ ମଧ୍ୟ ପୁରା କରୁଛନ୍ତି। ଏହା ମଧ୍ୟରେ ହ୍ରିତିକ ରୋସନଙ୍କ ମା ପିଙ୍କିଙ୍କୁ ଯାଦୁ କଥା ମନେପଡିଛି।…

ଉଦ୍ଧାର ହେଲା ବିରଳ ଦୁଇ ମୁଣ୍ଡିଆ ସାପ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମରେ ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଢେଙ୍କିକୋଟର ଅଜିତ ରାଉଳଙ୍କ ଘରେ ଏକ ଛୋଟ ଚିତି ସାପ ପଶିଯାଇଥିବା ଘର ଲୋକେ ଜାଣିବାପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ । ସାପଟିର ଦୁଇଟି ମୁଣ୍ଡ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟ ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ରାଉରକେଲାର ହୋଇଥିବା ବେଳେ ତାଙ୍କ ବୟସ ୪୯ ବର୍ଷ । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଛାତ୍ରଛାତ୍ରୀଙ୍କର ପାଠପଢ଼ା ନେଇ ଯତ୍ନବାନ ସୋଆ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ବାଲେଶ୍ୱରର ଓ ଜଣେ କଟକର । ବାଲେଶ୍ୱରେ ପଜିଟିଭ ସଂଖ୍ୟା ୨୩ରେ ପହଞ୍ଚି ଥିବା…

ଦୈନିକ ୧୫ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର() କୋଭିଡ଼ ମୁକାବିଲା କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ମାନଙ୍କ ସହ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦୈନିକ ୧୫ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ…

୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଚଳିତ ବର୍ଷ ସ୍ବାଭାବିକ ଜଳବାୟୁରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଛି। ମାର୍ଚ୍ଚରୁ ଜୁନ୍ ମଧ୍ୟରେ ରାଜ୍ୟକୁ ସାଧାରଣତଃ ଉତ୍ତର-ପୂର୍ବ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ ହୋଇଥାଏ। ଏଥିଯୋଗୁ ଉତ୍ତର ଭାରତ ସମେତ ଓଡ଼ିଶାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଚଳିତ…

ଜୁଲାଇ ୧୮ରୁ ଜେଇଇ ମେନ ଏଣ୍ଟ୍ରାନ୍ସ ଟେଷ୍ଟ

ଭୁବନେଶ୍ୱର() କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ…

କରୋନା ମୃତକଙ୍କ ମଧ୍ୟରେ ୬୮ %ପୁରୁଷ , ଜାଣନ୍ତୁ ପୁରୁଷଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ କାହିଁକି ?

ନୂଆଦିଲ୍ଲୀ/ଓ୍ବାଶିଂଟନ() କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେଶନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକ ସମୟ ବାହାରେ ବିତାଉଥିବା…

ଜାଣନ୍ତୁ କରୋନା ଭାଇରସର ପ୍ରକୃତ ରଙ୍ଗ, ଦେଖନ୍ତୁ

ନୂଆଦିଲ୍ଲୀ () ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ପର୍ୟ୍ୟନ୍ତ ଅଢ଼େଇ ଲକ୍ଷରୁ ଅଧିକ ମୃତ୍ୟୁ ହୋଇସାରିଛି। ଏହି ସମୟରେ ସ୍କଟଲ୍ୟାଣ୍ଡର ‘ସ୍କୁଲ ଅଫ୍ ଲାଇଫ୍ ସାଇନ୍ସ’ ଶରୀରରେ ଲୁଚି ରହିଥିବା କରୋନା ଭାଇରସଙ୍କର କିଛି ସ୍ପଷ୍ଟ ଫଟୋ ଉଠାଇଛନ୍ତି। ଏହି ଫଟୋଗୁଡ଼ିକରେ ସ୍ପଷ୍ଟ ଭାବେ…