ସୁସ୍ଥ ହେଲେ ଆଉ ୯୦ କରୋନା ସଂକ୍ରମିତ
ଭୁବନେଶ୍ବର() ରାଜ୍ୟରେ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି ।
ଶୁକ୍ରବାର ସୁସ୍ଥ ହୋଇଥିବା ୯୦ ସଂକ୍ରମିତଙ୍କ ମଧ୍ୟରେ ଜଗତସିଂପୁରର ୨୩ଜଣ ଥିବା ବେଳେ ଯାଜପୁରର ୨୨, ଭଦ୍ରକର ୨୧ ଜଣ ରହିଛନ୍ତି ।…