Odia News Portal
Monthly Archives

May 2020

ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାରଙ୍କ ଅନୁମତି

• ପର୍ଯ୍ୟାୟକ୍ରମେ ମେ 7 ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ବିମାନ କିମ୍ବା ନୌସେନା ଜାହାଜ…

ଘୁଞ୍ଚିଲା ସିଭିଲ୍‌ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ନୂଆଦିଲ୍ଲୀ : ସିଭିଲ୍‌ ସର୍ଭିସ ପ୍ରିଲିମ୍‌ ପରୀକ୍ଷାକୁ ଅନ୍ୟାଦେଶ ଯାଏ ୟୁନିୟନ ପ୍ଲବିକ୍‌ ସର୍ଭିସ୍‌ କମିସନ (ୟୁପିଏସ୍‌ସି) ସ୍ଥଗିତ ରଖିଛନ୍ତି । ଏହି ପରୀକ୍ଷା ମଇ ୩୧ ତାରିଖରେ ହେବାକୁ ସ୍ଥିର କରାଯାଇଥିଲା । ତେବେ ଲକ୍‌ଡାଉନ୍‌ କାରଣରୁ ୟୁପିଏସ୍‌ସି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ।…

ଅଭିନେତା ପ୍ରକାଶ ରାଜ ବଢାଇଲେ ସାହାଯ୍ୟର ହାତ

ବଲିଉଡ ଏବଂ ସାଉଥ ସିନେମାର ଅଭିନେତା ପ୍ରକାଶ ରାଜ କରୋନା ଭାଇରସ ପାଇଁ କଷ୍ଟ ପାଉଥିବା ଲୋକଙ୍କୁ ସାହାଯ୍ୟ କରି ଏବେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି। ଅଭିନେତା ଲକଡାଉନ କାରଣରୁ ଫସି ରହିଥିବା ଶ୍ରମିକ ଏବଂ ଗରିବ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଯେବେ ଠାରୁ ଲକଡାଉନ ହେଲାଣି…

ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ରଥ ନିର୍ମାଣ କାମ ହେବ

ପୁରୀ() ରଥ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ । ଚଳତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟ…

ଲକ୍‍ଡାଉନରେ ସୋସିଆଲ ମିଡିଆରେ ସକ୍ରିୟ ହେଉଛନ୍ତି ନେତା

ଭୁବନେଶ୍ୱର : କରୋନା କଟକଣା ଏବେ କିଛି ମନ୍ତ୍ରୀ, ବିଧାୟକଙ୍କ ପାଇଁ ନିଜ ନିଜକୁ ସୋସିଆଲ ମିଡିଆରେ ପ୍ରଚାର କରିବାକୁ ଅପୂର୍ବ ସୁଯୋଗ ଆଣି ଦେଇଛି । ଏଥିପାଇଁ ସେମାନେ ସ୍ୱତବ ଭାବେ ଆଇଟି କର୍ମଚାରୀ ନିଯୁକ୍ତ କରିବା ସହିତ ରଙ୍ଗ ବେରଙ୍ଗର ଆଖିଦୃଶିଆ ଫଟୋ ଡିଜାଇନ୍‍ କରି ଛାଡୁଛନ୍ତି । କରୋନାରେ…

ହୋଟେଲରୁ ବିପୁଳ ପରିମାଣର ମଦ ଜବତ

ବଲାଙ୍ଗୀର : ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାରୁ ରକ୍ଷା ପାଇବା ନେଇ ସାରା ଦେଶରେ ଲକ ଡାଉନ ଜାରି ରହିଛି। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ଘରୁ ନ ବାହାରିବା କିମ୍ବା ଏକତ୍ର ନହେବା ପାଇଁ ପରାମର୍ଶ କରୁଛି। ସାରା ରାଜ୍ୟରେ ଲକ ଡାଉନ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ…

ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ଯାଜପୁରର ହୋଇଥିବା ବେଳେ ୨ଜଣ ଭଦ୍ରକ ଜିଲ୍ଲାର । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ତେବେ ଏହାକୁ ମିଶାଇ…

ମଦରୁ ରାଜ୍ୟକୁ ମିଳେ କେତେ ରାଜସ୍ବ? ଜାଣନ୍ତୁ…

ନୂଆଦିଲ୍ଲୀ () ସାରା ଦେଶରେ ଲକଡାଉନ ଜାରି ରହିଥିବାବେଳେ ମେ ୩ ତାରିଖରେ ମଦ କାରବାରକୁ ଖୋଳି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚା ହେଉଛି କି ରାଜ୍ୟର ଅର୍ଥବ୍ୟବସ୍ଥା ମଦ ଭରୋସାରେ ଚାଲିଛି। ଆସନ୍ତୁ ଜାଣିବା ପ୍ରକୃତ ସତ କଣ ? ପ୍ରକୃତରେ ରାଜ୍ୟରେ ମିଳୁଥିବା ମଦରୁ କେତେ…

ଟିକ୍‌ଟକ୍ ପକ୍ଷରୁ ହାସ୍‌ଟ୍ୟାଗ୍ ମତ୍‌କର୍‌ଫର୍‌ୱାର୍ଡ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ବର୍ତମାନ ସମୟରେ ଭୁଲ୍ ତଥ୍ୟର ସୃଷ୍ଟି ଓ ସେୟାରିଙ୍ଗ୍‌କୁ ନେଇ ଡିଜିଟାଲ କମ୍ୟୁନିଟି ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଟିକ୍‌ଟକ୍ ପକ୍ଷରୁ ଏହାର ପବ୍ଲିକ୍ ସର୍ଭିସ୍ ଆନାଉସ୍‌ମେଂଟ୍ (ପିଏସ୍‌ଏ) ୰ମତ୍‌କର୍‌ଫର୍‌ୱାର୍ଡର ଶୁଭାରମ୍ଭ କରାଯାଇଛି । ଅନୁରାଗ ବାସୁଙ୍କ ଦ୍ୱାରା…

ଆପାର୍ଟମେଣ୍ଟରୁ ପଡି ବିଲଡର ମୃତ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡି ଜଣେ ବିଲଡର୍‌ଙ୍କର ମୃତ୍ୟୁ ହୋଇଛି । ମୃତ ବିଲଡରଙ୍କ ନାମ ପୀୟୁସ୍‌ ମିଶ୍ର । ସେ ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ୮ ମହଲାରୁ ଖସି ପଡିଥିବା ସୂଚନା ମିଳିଛି । ତେବେ ସେ କେଉଁ ପରିସ୍ଥିତିରେ ଖସିପଡିଲେ ପୁଲିସ ତାହାର ତଦନ୍ତ…